ETV Bharat / state

ଗାଡ ଭାଲୁର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ଭାଲୁର ମୃତଦେହ ଉଦ୍ଧାର

ଗାଡ ଭାଲୁର ମୃତଦେହ ଉଦ୍ଧାର। ଭାଲୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ଖୋର୍ଦ୍ଧା ଜିଲା ଟାଙ୍ଗୀ ବଣ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଚିଲିକା କୂଳରେ ପାଟ୍ରୋଲିଂ କରୁଥିବା ବେଳେ ଉଦ୍ଧାର କରିଛନ୍ତି ଭାଲୁ ମୃତଦେହ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Aug 2, 2019, 5:43 PM IST

ଖୋର୍ଦ୍ଧା: ଗାଡ ଭାଲୁର ମୃତ ଦେହ ଉଦ୍ଧାର । ଏହି ଭାଲୁଟିକୁ ଖୋର୍ଦ୍ଧା ଜିଲା ଟାଙ୍ଗୀ ବଣ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଚିଲିକା କୂଳରେ ପାଟ୍ରୋଲିଂ କରୁଥିବା ବେଳେ ଉଦ୍ଧାର କରିଛନ୍ତି ।

ମୃତ ଗାଡ଼ ଭାଲୁ ପୁରୁଷ ହୋଇଥିବା ବେଳେ ତାର ବୟସ ୧ ବର୍ଷ ହେବ ବୋଲି ଜଣାପଡିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବାବେଳେ ଭାଲୁର ଶବକୁ ଟାଙ୍ଗୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବ୍ୟବଚ୍ଛେଦ କରାଯିବା ପରେ ଜଙ୍ଗଲରେ ପୋତି ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖବର ଅନୁଯାୟୀ, ଏହି ଗାଡ ଭାଲୁ ପରିବେଶ ପାଇଁ ବେଶ ଉପକାରୀ ହୋଇଥିବାବେଳେ କୃଷକର ବନ୍ଧୁ ଭାବେ ଜଣାଶୁଣା । ଏମାନେ ସାପ,କୋଚିଆ,ଗେଣ୍ଡା ଖାଇ ବଞ୍ଚି ରହନ୍ତି । ଦିନକୁ ଦିନ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମୃତ ଗାଡ ଭାଲୁ ଉଦ୍ଧାର

ଖୋର୍ଦ୍ଧା ଜିଲା ଟାଙ୍ଗୀ ବଣ୍ୟପ୍ରାଣୀ ବିଭାଗର କର୍ମଚାରୀ ମାନେ ଚିଲିକା କୂଳରେ ପାଟ୍ରୋଲିଂ କରୁଥୀବା ବେଳେ ଏକ ମୃତ ଗାଡ ଭାଲୁକୁ ଉଦ୍ଧାର କରିଛନ୍ତି । Body:ମୃତ ଗାଡ଼ ଭାଲୁ ପୁରୁଷ ହୋଇଥୀବାବେଳେ ତାର ବୟସ ୧ ବର୍ଷ ହେବ ବୋଲି ଜଣାପଡିଛି । ଏହି ଗାଡ ଭାଲୁ ପରିବେଶ ପାଇଁ ବେଶ ଉପକାରୀ ହୋଇଥିବାବେଳେ କୃଷକର ବନ୍ଧୁ ଭାବେ ଜଣାଶୁଣା । ଦିନକୁ ଦିନ ଏମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଯାହାକି ମନୁଷ୍ୟ ସମାଜ ପାଇଁ ଶୁଭଙ୍କର ନୁହେଁ । ଏମାନେ ସାପ,କୋଚିଆ,ଗେଣ୍ଡା ଖାଇ ବଂଚି ରହନ୍ତି । Conclusion:ଗାଡ ଭାଲୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନାହିଁ । ମୃତ ଗାଡ ଭାଲୁର ଶବକୁ ଟାଙ୍ଗୀ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବ୍ୟବଛେଦ କରାଯିବା ପରେ ଟାଙ୍ଗୀ ଜଙ୍ଗଲରେ ପୋତି ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.