ETV Bharat / state

ମାନବବାଦ ସଂଗଠନ ନାଁରେ ପୁଣି ଅଭିଯୋଗ - humanitarian organizations

ପୁଣି ମାନବବାଦ ସଂଗଠନ ସଦସ୍ୟଙ୍କ ନାଁରେ ଜଘନ୍ୟ ଅଭିଯୋଗ । ନୀଳମାଧବ ଆଦିବାସୀ ସଂଘର ନେତା ବେଲେଶ୍ବର ପରିଡ଼ାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛି ମାନବବାଦ ସଂଗଠନ ସଦସ୍ୟ। ଅଧିକ ପଢନ୍ତୁ...

ମାନବବାଦ ସଂଗଠନ ନାଁରେ ପୁଣି ଅଭିଯୋଗ
ମାନବବାଦ ସଂଗଠନ ନାଁରେ ପୁଣି ଅଭିଯୋଗ
author img

By

Published : Sep 20, 2021, 11:47 AM IST

ଖୋର୍ଦ୍ଧା: ପୁଣି ମାନବବାଦ ସଂଗଠନ ସଦସ୍ୟଙ୍କ ନାଁରେ ଜଘନ୍ୟ ଅଭିଯୋଗ । ନୀଳମାଧବ ଆଦିବାସୀ ସଂଘର ନେତା ବେଲେଶ୍ବର ପରିଡ଼ାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଛି ମାନବବାଦ ସଂଗଠନ ସଦସ୍ୟ। ତେବେ ୧୦ ରୁ୧୨ ଜଣ ମିଶି ଧମକ ଦେଇଥିବା ନେଇ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବେଲେଶ୍ବର । ଏପଟେ ଜେଲରେ ଥାଇବି ଗୋଟି ଚଲାଉଛନ୍ତି ଭଣ୍ଡ ଗୁରୁଜୀ ।

ମାନବବାଦ ସଂଗଠନ ନାଁରେ ପୁଣି ଅଭିଯୋଗ

ପ୍ରକାଶ ଥାଉକି, ପୂର୍ବରୁ ଏହି ମାନବବାଦ ସଂଗଠନର କର୍ମକର୍ତ୍ତା ଓ ସଂଗଠନ ମୁଖ୍ୟ ଅଭିମାନପୁର ଗ୍ରାମର ବେଲେଶ୍ଵରଙ୍କ ଭିଣୋଇ ସତ୍ୟବ୍ରତଙ୍କୁ ହତ୍ୟା କରି ପୋଡ଼ିଦେବା ଭଳି ସଙ୍ଗୀନ ଅଭିଯୋଗରେ ମାନସ ଦାସ ଏବଂ ତାଙ୍କ ପୁଅ ମନୋରଞ୍ଜନ ଜେଲରେ ଅଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.