ETV Bharat / state

ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର, ଶିଶୁ ଭବନରେ ଭର୍ତ୍ତି - ଜଙ୍ଗଲରୁ ନବଜାତ ଉଦ୍ଧାର

ଖୋର୍ଦ୍ଧା ତିରିମଲ ରାସ୍ତାର ବେଗୁନିଆ ପଡା ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର । ସଙ୍କାଟପନ୍ନ ରହିଛି ଶିଶୁଟିର ସ୍ବାସ୍ଥ୍ୟବସ୍ଥା । ଅଧିକ ପଢନ୍ତୁ...

ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର, ଶିଶୁ ଭବନରେ ଭର୍ତ୍ତି

author img

By

Published : Jun 6, 2021, 12:38 PM IST

ଖୋର୍ଦ୍ଧା: ପୁଣି ଅଲୋଡ଼ା ଶିଶୁକନ୍ୟା । ଖୋର୍ଦ୍ଧା ତିରିମଲ ରାସ୍ତାର ବେଗୁନିଆପଡା ଜଙ୍ଗଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁଟିକୁ କେହି ଜଙ୍ଗଲରେ ଶୁଆଇ ଦେଇ ଚାଲିଯାଇଥିବା କୁହାଯାଉଛି ।

ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର, ଶିଶୁ ଭବନରେ ଭର୍ତ୍ତି

ନବଜାତ ଶିଶୁକନ୍ୟାଟିକୁ ସ୍ଥାନୀୟ ଲୋକେ ଦେଖିବା ପରେ ତାକୁ ଉଦ୍ଧାର କରି ଖୋର୍ଦ୍ଧା ମାତୃ ଶିଶୁ ଭବନରେ ଭର୍ତ୍ତି କରିଛନ୍ତି । ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାକୁ ଶିଶୁ ଇଣ୍ଟନସିଭ କେୟାର ୟୁନିଟରେ ରଖାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏ ସମ୍ପର୍କରେ ଖବର ପାଇ ଖୋର୍ଦ୍ଧା ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶିଶୁଟି କାହାର ଏବଂ କିଏ ତାକୁ ଫୋପାଡି ଚାଲିଯାଇଛି ସେ ସମ୍ପର୍କରେ କିଛି ଜଣାପଡିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.