ETV Bharat / state

53 ଲିଟର ଦେଶୀ ମଦ ଜବତ, 4 ଗିରଫ - ଦେଶୀ ମଦ ବେପାରୀ

ମହାମାରୀ କୋରୋନାର ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଆଉ ଏହାର ଫାଇଦା ଉଠାଉଛନ୍ତି ଦେଶୀ ମଦ ବେପାରୀ । ଅବକାରୀ ବିଭାଗ ଏବଂ ପୋଲିସ ଏମାନଙ୍କ ଉପରେ ତୀକ୍ଷ୍ନ ନଜର ରଖିଥିବା ବେଳେ ଏମାନେ ଆଖିରେ ଧୂଳି ଦେଇ ସେମାନଙ୍କର ବ୍ୟବସାୟ ଜାରି ରଖିଛନ୍ତି। ଅଧିକ ପଢନ୍ତୁ...

53 liters of desi liquor seized: four arrested
53 ଲିଟର ଦେଶୀ ମଦ ଜବତ: ଚାରି ଗିରଫ
author img

By

Published : Apr 11, 2020, 3:08 PM IST

ଖୋର୍ଦ୍ଧା: ମହାମାରୀ କୋରୋନାର ମୁକାବିଲା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଆଉ ଏହାର ଫାଇଦା ଉଠାଉଛନ୍ତି ଦେଶୀ ମଦ ବେପାରୀ । ଅବକାରୀ ବିଭାଗ ଏବଂ ପୋଲିସ ଏମାନଙ୍କ ଉପରେ ତୀକ୍ଷ୍ନ ନଜର ରଖିଥିବା ବେଳେ ଏମାନେ ଆଖିରେ ଧୂଳି ଦେଇ ସେମାନଙ୍କର ବ୍ୟବସାୟ ଜାରି ରଖିଛନ୍ତି।

53 ଲିଟର ଦେଶୀ ମଦ ଜବତ: ଚାରି ଗିରଫ

ସେହିପରି ବିଶେଷ ସୁତ୍ରରୁ ଖବର ପାଇ ଅବକରି ବିଭାଗ ବାଣପୁର ଅଂଚଳରେ ଚଢ଼ାଉ କରି ଚାରି ଜଣଙ୍କୁ ଗିରଫ କରିଥିବା ଦେଖାଦେଇଛି । ସେମାନେ ହେଲେ ବାଣପୁର ଥାନା ବଡ଼ହନ୍ତୁଆଡ଼ ଗ୍ରାମର ସଂଜୀବ ନାୟକ,ବଳଭଦ୍ର ନାୟକ, ଧୁଆଁଳ ଗ୍ରାମର ରଞ୍ଜିତ ବେହେରା ଏବଂ ଚିଲିକା ବ୍ଲକ ଡାଙ୍ଗୁଆ ଗ୍ରାମର ପ୍ରକାଶ ସାମନ୍ତରାୟ । ଅବକାରୀ ବିଭାଗ ସେମାନଙ୍କ ଠାରୁ 53 ଲିଟର ଦେଶୀ ମଦ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.