ETV Bharat / state

ଖୋର୍ଦ୍ଧାରେ ଆଉ ୪ କୋରୋନା ପଜିଟିଭ ଚିହ୍ନଟ

author img

By

Published : May 26, 2020, 3:04 PM IST

ଲକଡାଉନ ହେତୁ ଅନ୍ୟ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକ ମାନେ ନିଜ ରାଜ୍ୟକୁ ଫେରୁଛନ୍ତି । ଯାହାଦ୍ବାରା ଦେଖିବାକୁ ଗଲେ ଶ୍ରମିକଙ୍କ ପେରିବା କାରଣରୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅଧିକ ପଢନ୍ତୁ....

ଖୋର୍ଦ୍ଧାଜିଲ୍ଲାରେ ଆଉ ୪ ଜଣ କରୋନା ପଜେଟିଭ ଚିହ୍ନ

ଖୋର୍ଦ୍ଧା: ଜିଲ୍ଲାର ଚିଲିକା ବ୍ଲକ ବଡ଼କୁଳ ପଞ୍ଚାୟତର ୩ ଜଣ ଓ ଅଠର ବାଟିଆ ପଞ୍ଚାୟତର ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲା ଜିଲ୍ଲା ପ୍ରଶାସନ । ସଂକ୍ରମିତ ୪ ଜଣ ଗତ ୧୫ ତାରିଖରେ ସୁରଟରୁ ଫେରିଥିଲେ । ୩ ଜଣେ ବଡ଼କୁଳ ଚିଲିକା ଉଚ୍ଚ ବିଦ୍ୟାଳୟରେ ଭିତରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିବା ବେଳେ ଜଣେ ଅଠରବାଟିଆ ପଞ୍ଚାୟତର କ୍ବାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଏହି ୪ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି ।

ଆକ୍ରାନ୍ତ ୪ ଜଣଙ୍କୁ ଚିଲିକା ବ୍ଲକ ପ୍ରଶାସନ ଦ୍ବାରା ଭୁବନେଶ୍ୱର ସ୍ଥିତ କୋଭିଡ-19 ମେଡ଼ିକାଲକୁ ପଠାଯାଇଛି । ଜିଲ୍ଲାରେ ପୁଣି 4ଟି କୋରୋନା ପଜିଟିଭ ମିଳିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.