ETV Bharat / state

Vaccination: ରାଜ୍ୟରେ 2 କୋଟି ଟପିଲା ଟୀକାକରଣ - odisha has administered more than two crore doses

କୋରୋନା ମହାମାରୀରେ ସଂକ୍ରମଣ ହାର କମ କରିବାକୁ ସାରା ଦେଶ ସମେତ ରାଜ୍ୟରେ ଟୀକାକରଣ ବ୍ୟାପକ କରାଯାଇଛି । ଏହାରି ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ 2 କୋଟି ପାର କରିଛି ଟୀକାକରଣ । ଅଧିକ ପଢନ୍ତୁ...

ରାଜ୍ୟରେ 2 କୋଟି ଟପିଲା ଟୀକାକରଣ
ରାଜ୍ୟରେ 2 କୋଟି ଟପିଲା ଟୀକାକରଣ
author img

By

Published : Aug 18, 2021, 1:35 PM IST

ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି କୋଭିଡ ବିରୋଧି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । କୋରୋନା ମହାମାରୀରେ ସଂକ୍ରମଣ ହାର କମ କରିବାକୁ ସାରା ଦେଶ ସମେତ ରାଜ୍ୟରେ ଟୀକାକରଣ ବ୍ୟାପକ କରାଯାଇଛି । ଏହାରି ମଧ୍ୟରେ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ 2 କୋଟି ପାର କରିଛି ଟୀକାକରଣ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ 2 କୋଟି ଟପିଲା ଟୀକାକରଣ
ରାଜ୍ୟରେ 2 କୋଟି ଟପିଲା ଟୀକାକରଣ

ବର୍ତ୍ତମାନ ସୁଦ୍ଧା 2 କୋଟି 21 ହଜାର 814 ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ 1 କୋଟି 53 ଲକ୍ଷ 87 ହଜାର 572 ଲୋକ ପ୍ରଥମ ଡୋଜ ନେଇଛନ୍ତି ଏବଂ 46 ଲକ୍ଷ 34 ହଜାର 242 ଦ୍ବିତୀୟ ଡୋଜ ନେଇସାରିଲେଣି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.