ETV Bharat / state

ଶ୍ରମିକଙ୍କୁ ଗାଳି ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ଘରୋଇ ଗଣମାଧ୍ୟମର ଦୁଇ ଗିରଫ

author img

By

Published : Nov 1, 2020, 7:49 AM IST

ଠିକା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ, କାମରୁ ବାହାର କରିଦେବା ସହ ହତ୍ୟା ଧମକ ଦେବା ଅଭିଯୋଗରେ 2 ଗିରଫ । ଅଧିକ ପଢନ୍ତୁ...

ଶ୍ରମିକଙ୍କୁ ଗାଳି ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ଘରୋଇ ଗଣମାଧ୍ୟମର ଦୁଇ ଗିରଫ
ଶ୍ରମିକଙ୍କୁ ଗାଳି ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ଘରୋଇ ଗଣମାଧ୍ୟମର ଦୁଇ ଗିରଫ

ଖୋର୍ଦ୍ଧା: ବାଘମାରି ଥାନାରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଛି ବାଘମାରି ପୋଲିସ । ସେମାନେ ହେଲେ ଇଞ୍ଜିନିୟର ଦୀନବନ୍ଧୁ ସାମନ୍ତ ଓ ସୁପରଭାଇଜର ବିଶ୍ବଜିତ ରାଉତରାୟ । ଏମାନେ ଠିକା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ କାମରୁ ବାହାର କରିଦେବା ଓ ହତ୍ୟା ଧମକ ଦେଇଥିବା ନେଇ ବାଘମାରୀ ଥାନାରେ ଏତଲା ଦେଇଥିଲେ ଠିକା କର୍ମଚାରୀ ।

ତେବେ ଶନିବାର ବାଘମାରୀ ଥାନାରେ ଅଭିଯୋଗ ପରେ ସେଠାରେ ଖୋର୍ଦ୍ଧା ଏସଡିପିଓ ପହଞ୍ଚି ତଦନ୍ତ କରିଥିଲେ । ପ୍ରଭାତ ମଲ୍ଲିକ ଓ କର୍ମଚାରୀଙ୍କ ଅଭିଯୋଗ କ୍ରମେ ଗିରଫ କରାଯାଇଛି । ଏନେଇ ସୁଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.