ETV Bharat / state

୧୦ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀ ଗିରଫ - hunter arrest in khurdha

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ପକ୍ଷରୁ ଚଢାଉ କରି ୧୦ଟି ମୃତ ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ କରିବା ସହ ଶିକାରୀକୁ ଗିରଫ କରିଛି। ଅଧିକ ପଢନ୍ତୁ...

୧୦ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀ ଗିରଫ
୧୦ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀ ଗିରଫ
author img

By

Published : Feb 2, 2020, 9:59 PM IST

ଖୋର୍ଦ୍ଧା: ନିଜର ପରିବାର ସଂଖ୍ୟା ବଢାଇବା ପାଇଁ ହଜାର ହଜାର ମାଇଲ ଦୂର ଅତିକ୍ରମ କରି ଚିଲିକାକୁ ଉଡି ଆସୁଥିବା ବିଦେଶୀ ପକ୍ଷୀଙ୍କ ପାଇଁ ଏବେ କାଳ ପାଲଟିଛି ଚିଲିକା। କାରଣ ଏହି ବିଦେଶୀ ପକ୍ଷୀଙ୍କୁ ଶିକାର କରିବା ପାଇଁ ଶିକାରୀମାନେ ଅଭିନବ ଉପାୟ କରୁଛନ୍ତି। କିଏ କଇଁ ନାଡରେ ବିଷ ଦେଇ ତ କିଏ ଫାସ ପକାଇ ଏହି ବିଦେଶୀ ପକ୍ଷୀଙ୍କୁ ଶିକାର କରୁଛି ।

୧୦ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀ ଗିରଫ
୧୦ ମୃତ ବିଦେଶୀ ପକ୍ଷୀ ଜବତ: ଶିକାରୀ ଗିରଫ

ସେହିପରି ରବିବାର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ନଇରୀ ଜେଟୀ ନିକଟରେ ଚଢାଉ କରି ୧୦ଟି ମୃତ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଜବତ କରିବା ସହ ଶିକାରୀକୁ ଗିରଫ କରିଛି । ଗିରଫ ଶିକାରୀ ଜଣଙ୍କ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଶିପିଆ ଗାଁର ବାମଦେବ ପଲେଇ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:୧୦ମୃତ ବିଦେଶାଗତ ପକ୍ଷୀ ଜବତ : ଶିକାରୀ ଗିରଫ

Body:ଖୋର୍ଦ୍ଧା : ନିଜର ପରିବାର ସଂଖ୍ୟା ବଢ଼ାଇବା ପାଇଁ ହଜାର ହଜାର ମାଇଲ ଆକାଶପଥ ଅତିକ୍ରମ କରି ଚିଲିକାକୁ ଉଡି ଆସୁଥିବା ବିଦେଶୀ ପକ୍ଷୀଙ୍କୁ ଚିଲିକା ଏବେ କାଳ ପାଲଟିଛି । କାରଣ ଏହି ବିଦେଶୀ ପକ୍ଷୀଙ୍କୁ ଶିକାର କରିବା ପାଇଁ ଶିକାରୀମାନେ ଅଭିନବ ଉପାୟ କରୁଛନ୍ତି । କିଏ କଇଁ ନାଡରେ ବିଷ ଦେଇ ତ କିଏ ଫାସ ପକାଇ ଏହି ବିଦେଶୀ ପକ୍ଷୀଙ୍କୁ ଶିକାର କରୁଛି । ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବନାଞ୍ଚଳ ବିଭାଗ ନଈରୀ ଜେଟୀ ନିକଟରେ ଚଢ଼ାଉ କରି ୧୦ଟି ମୃତ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଜବତ କରିବା ସହ ଶୀକାରୀକୁ ଗିରଫ କରିଛି । ଗିରଫ ଶୀକାରୀ ଜଣଙ୍କ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଶିପିଆ ଗାଁର ବାମଦେବ ପଲେଇ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.