ETV Bharat / state

ଯୋଡ଼ାରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

author img

By

Published : Aug 23, 2020, 1:25 PM IST

କେନ୍ଦୁଝର ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ ନିକଟ ପାଢୀ ହଟିଂରେ ଅଘଟଣ । ତନୁ ମୁଣ୍ଡା ନାମକ ଜଣେ ଯୁବକ ନିଜ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଯୋଡ଼ାରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ବ

କେନ୍ଦୁଝର: ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଟୋଲଗେଟ ନିକଟ ପାଢୀ ହଟିଂରେ ଅଘଟଣ । ତନୁ ମୁଣ୍ଡା ନାମକ ଜଣେ ଯୁବକ ନିଜ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୋଡା ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ତନୁ ମୁଣ୍ଡା ନିଜ ରୁମରେ କବାଟ ବନ୍ଦ କରି ଶୋଇଥିଲେ । ଆଜି ସକାଳୁ ସେ ରୁମ ନ ଖୋଲିନଥିଲେ । ପରେ ପରିବାରର ବହୁ ଡକା ଡକି ପରି ମଧ୍ୟ ନ ଖୋଲିବାକୁ କବାଟକୁ ଧକ୍କା ଦେଇ ଖୋଲାଯାଇଥିଲା। ଘରେ ଭିତରେ ତନୁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ତାଙ୍କ ବଡ ଭାଇ ମୋଟୁ ମୁଣ୍ଡା ।

ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାରୁ ଯୁବକ ଜଣକ କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ସେନେଇ ପୋଲିସ ଛାନଭିନ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.