ETV Bharat / state

ପୌରପାଳିକାରେ ସ୍ୱଚ୍ଛ ଭାରତ ମିଶନ ଫେଲ - keunjhar

କେନ୍ଦୁଝରଗଡ଼ ପୌରପାଳିକାରେ ସାମୂହିକ ପାଇଖାନାରେ ତ୍ରୁଟି ଦେଖିବାକୁ ମିଳିଛି । ସ୍ୱଚ୍ଛତା ପାଇଁ ପୌରପାଳିକା ଅନେକ ସ୍ଥାନରେ ସାମୂହିକ ପାଇଖାନା ନିର୍ମାଣ କରିଥିବାବେଳେ ବ୍ୟବହାର ପୂର୍ବରୁ ଏହା ଭାଙ୍ଗିରୁଜି ଗଲାଣି ।

ଫଟୋ ସୌଜନ୍ୟ: ସମ୍ବାଦଦାଦା, କେନ୍ଦୁଝର
author img

By

Published : May 25, 2019, 10:03 PM IST

କେନ୍ଦୁଝର: ସ୍ୱଚ୍ଛତା ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ୱଚ୍ଛତା ପାଇଁ କେନ୍ଦ୍ର ସରକାର ରାଜସ୍ୱ ପାଇଁ ସେସ ମଧ୍ୟ ଲାଗୁ କରିଛନ୍ତି । ସାଧାରଣ ଜନତା କିପରି ସ୍ଵଚ୍ଛତାକୁ ନେଇ ଜାଗୃତ ହେବେ ସେଥିପାଇଁ ଘରେଘରେ ପାଇଖାନା ନିର୍ମାଣ ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି । ଏହି ଅର୍ଥ ଦ୍ୱାରା ଗ୍ରାମ ଗୁଡିକରେ ଘରେ ଘରେ ପାଇଖାନାମାନ ନିର୍ମାଣ ହୋଇଛି । ମାତ୍ର ଅନେକ ସ୍ଥାନରେ ଏଥିରେ ଦେଖାଦେଉଛି ତୃଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାଦା, କେନ୍ଦୁଝର

କେନ୍ଦୁଝରଗଡ଼ ପୌରପାଳିକାରେ ସାମୂହିକ ପାଇଖାନାରେ ତ୍ରୁଟି ଦେଖିବାକୁ ମିଳିଛି । ସ୍ୱଚ୍ଛତା ପାଇଁ ପୌରପାଳିକା ଅନେକ ସ୍ଥାନରେ ସାମୂହିକ ପାଇଖାନା ନିର୍ମାଣ କରିଥିବାବେଳେ ବ୍ୟବହାର ପୂର୍ବରୁ ଏହା ଭାଙ୍ଗିରୁଜି ଗଲାଣି । କେଉଁଠି ଏହାକୁ ସମ୍ପୂର୍ଣ୍ଣ ନିର୍ମାଣ କରାଯାଇଥିଲା ବେଳେ କେଉଁଠି ତାଲା ପକାଇ ରଖାଯାଇଛି ।

ତେବେ ଏନେଇ ଆମେ କେନ୍ଦୁଝରଗଡ଼ ପୌରପାଳିକା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ-କେନ୍ଦୁଝରଗଡ଼ ପୋୖରପାଳିକାରେ ସ୍ୱଚ୍ଛ ଭାରତ ମିଶନ ଫେଲ
ଆଙ୍କର- ସରକାର ସ୍ୱଚ୍ଛତା ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷାଧିକ ଟଙ୍କା ।  ସ୍ୱଚ୍ଛତା ପାଇଁ କେନ୍ଦ୍ର ସରକାର ରାଜସ୍ୱ ପାଇଁ ସେସ ମଧ୍ୟ ଲାଗୁକରିଛନ୍ତି । ସାଧାରଣ ଜନତା କିପରି ସ୍ଵଚ୍ଛତା କୁ ନେଇ ଜାଗୃତ ହେବେ ସେଥିପାଇଁ ଘରେ ଘରେ ପାଇଖାନା ନିର୍ମାଣ ପାଇଁ ସରକାର ଅର୍ଥ ଖର୍ଚ୍ଚ କରୁଛନ୍ତି । ଏହି ଅର୍ଥ ଦ୍ୱାରା ଗ୍ରାମ ଗୁଡିକରେ ଘରେ ଘରେ ପାଇଖାନା ମାନ ନିର୍ମାଣ ହୋଇଛି । ସାଧାରଣ ଲୋକେ ବାହାରକୁ ଶୌଚ ପାଇଁ ଯିବା ଏକ ପ୍ରକାର ଯିବା ବନ୍ଦ କରିଥିବା ଦେଖିବାକୁ ମିଳୁଛି । ସହରକୁ ନିର୍ମଳ ରଖିବା ପାଇଁ ପୋୖରପାଳିକା ଗୁଡିକ ପକ୍ଷରୁ  ଘରେ ପାଇଖାନା ସହ ସାମୁହିକ ପାଇଖାନା ମାନ ନିର୍ମାଣ ହେଉଛି । ବହୁ ପୋୖରପାଳିକା ରେ ଏହାର ସଦୁପଯୋଗ ହେଉଥିବା ବେଳେ କେଉଁଠି ତୃଟି ଦେଖିବାକୁ ମିଳୁଛି । କେନ୍ଦୁଝରଗଡ଼ ପୋୖରପାଳିକାରେ ସାମୁହିକ ପାଇଖାନାରେ ତ୍ରୁଟି ଦେଖିବାକୁ ମିଳିଛି । ସ୍ୱଚ୍ଛତା ପାଇଁ ପୋୖରପାଳିକା ବହୁ ସ୍ଥାନରେ ସାମୁହିକ ପାଇଖାନା ନିର୍ମାଣ କରିଥିବାବେଳେ ବ୍ୟବହାର ପୂର୍ବରୁ ଏହା ଭାଙ୍ଗିରୁଜି ଗଲାଣି । କେଉଁଠି ଏହାକୁ ସମୁର୍ଣ ନିର୍ମାଣ କରାଯାଇଥିଲା ବେଳେ ତାଲା ପକାଇ ରଖା ଯାଇଛି । ସରକାର ସ୍ୱଚ୍ଛତା ନେଇ ଡିଣ୍ଡିମ ପିଟୁଥିବା ବେଳେ ଏହାର ଉଧାହରଣ ପାଳିଟିଛି କେନ୍ଦୁଝରଗଡ଼ ପୋୖରପାଳିକା । ଏହି ଭଙ୍ଗାରୁଜା ପାଇଖାନା କୁ ନେଇ କେନ୍ଦୁଝରଗଡ଼ ପୋୖରପାଳିକା ଅଧିକାରୀ ଙ୍କୁ ଯୋଗାଯୋଗ କରାଯାଇଥିଲା ବେଳେ ଯୋଗାଯୋଗ ହୋଇପାରିନାହିଁ।
ବାଇଟ-୧ - କୁମାର ନାୟକ( ହିତାଧିକାରୀ)
ବାଇଟ-୨- ସଚିନ ନାଏକ(ହିତାଧିକାରୀ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.