ETV Bharat / state

କେସିସି ବ୍ୟାଙ୍କ ଉପରେ ଆରବିଆଇର କଟକଣା, ଚିନ୍ତାରେ ଗ୍ରାହକ !

author img

By

Published : Mar 11, 2020, 3:23 PM IST

ୟେସ ବ୍ୟାଙ୍କରେ ସଙ୍କଟ ପରେ ଚେକ କ୍ଲିୟରିଂକୁ ନେଇ RBI କିଛି ବ୍ୟାଙ୍କ ଉପରେ କଟକଣା ଜାରି କରିଛନ୍ତି । ସେଥିମଧ୍ୟରୁ କେନ୍ଦୁଝର ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ ଅନ୍ୟତମ । ତେବେ ଏଠାରେ ସବୁକିଛି ଠିକ୍‌ ଚାଲିଛି, ଗ୍ରାହକ ହଇରାଣ ହେଉନଥିବା ପ୍ରକାଶ କରିଛନ୍ତି ବ୍ରାଞ୍ଚ ମ୍ୟାନେଜର ସୁନିଲ କୁମାର ସାହୁ ।

kcc bank
କେସିସି ବ୍ୟାଙ୍କ ଉପରେ ଆରବିଆଇର କଟକଣା, ଚିନ୍ତାରେ ଗ୍ରାହକ

କେନ୍ଦୁଝର: ୟେସ ବ୍ୟାଙ୍କରେ ସଙ୍କଟ ପରେ ଚେକ କ୍ଲିୟରିଂକୁ ନେଇ RBI କିଛି ବ୍ୟାଙ୍କ ଉପରେ କଟକଣା ଜାରି କରିଛନ୍ତି । ସେଥିମଧ୍ୟରୁ କେନ୍ଦୁଝର ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ ଅନ୍ୟତମ ।

କେସିସି ବ୍ୟାଙ୍କ ଉପରେ ଆରବିଆଇର କଟକଣା, ଚିନ୍ତାରେ ଗ୍ରାହକ !

ତେବେ ଏ ବିଷୟରେ ଆମେ ଜାଣିବାକୁ ବ୍ୟାଙ୍କରେ ପହଞ୍ଚିଥିଲୁ । ହେଲେ ଏଠାରେ ସମସ୍ତ କାର୍ଯ୍ୟ ସରୁଖୁରରେ ଚାଲିଛି । ଏ ପର୍ଯ୍ୟନ୍ତ ଅନ୍ୟ ବ୍ୟାଙ୍କରୁ ଯେଉଁ ସବୁ ଚେକ ଆସିଛି ତାକୁ ଆମେ ସଙ୍ଗେ ସଙ୍ଗେ ନଗଦ ଟଙ୍କା ଦେଇ ଦେଉଛୁ । ଅନ୍ୟ ବ୍ୟାଙ୍କର ଚେକକୁ ଆମେ ଗ୍ରହଣ କରୁନାହୁଁ । ଅନ୍ୟପଟେ ଆମ ବ୍ୟାଙ୍କରେ ଗ୍ରାହକ ହଇରାଣ ହେଉନଥିବା ପ୍ରକାଶ କରିଛନ୍ତି ବ୍ରାଞ୍ଚ ମ୍ୟାନେଜର ସୁନିଲ କୁମାର ସାହୁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.