ETV Bharat / state

ଜିଲ୍ଲା ସଂସ୍କୃତିର ମୂକସାକ୍ଷୀ ହେବ 'ମୁଁ କେନ୍ଦୁଝର' ଟେଲିଫିଲ୍ମ - telefiml Director

ପ୍ରଥମ ଥର ପାଇଁ ଜିଲ୍ଲାର ନାମକରଣକୁ ନେଇ ଆରମ୍ଭ ହୋଇଛି ଟେଲିଫିଲ୍ମ । ଆଉ ଏହି ଫିଲ୍ମର ଅବଧି ୪୫ ମିନିଟ ଥିବା ବେଳେ ଏହା ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ସଂସ୍କୃତିର ମୂକସାକ୍ଷୀ ହେବ 'ମୁଁ କେନ୍ଦୁଝର' ଟେଲିଫିଲ୍ମ

author img

By

Published : Oct 22, 2021, 8:26 PM IST

କେନ୍ଦୁଝର: ବହୁ ପ୍ରତୀକ୍ଷିତ 'ମୁଁ କେନ୍ଦୁଝର' ଟେଲିଫିଲ୍ମକୁ ଦେଖିବାକୁ ପାଇବେ ଦର୍ଶକ । ଏନେଇ ଆଜି (ଶୁକ୍ରବାର) କେନ୍ଦୁଝରର ସିଦ୍ଧମଠ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ।

ସଂସ୍କୃତିର ମୂକସାକ୍ଷୀ ହେବ 'ମୁଁ କେନ୍ଦୁଝର' ଟେଲିଫିଲ୍ମ

ତେବେ ଏହି ଫିଲ୍ମଟି କେନ୍ଦୁଝରରୁ କିପରି କେଉଁଝର ନାମିତ ହେଲା ସେହି ବିଷୟ ବସ୍ତୁ ଉପରେ ଏହି ଆର୍ଟ ଟେଲି ଫିଲ୍ମ ନିର୍ମାଣ ହେବ ।

ସେପଟେ ଦର୍ଶକଙ୍କ ସୁବିଧା ପାଇଁ ଏହାକୁ ୪୫ ମିନିଟ ମଧ୍ୟରେ ରଖାଯାଇଥିବା ବେଳେ ଏଥିରେ କେନ୍ଦୁଝର ଜିଲ୍ଲାର କଳା, ସଂସ୍କୃତିର ଝଲକ ଦର୍ଶକଙ୍କୁ ଦେଖିବାକୁ ମିଳିବ । ସେହିପରି ଜିଲ୍ଲାରେ ଟେଲିଫିଲ୍ମ ପ୍ରଥମ ଥର ପାଇଁ ନିର୍ମାଣ ହେଉଥିବା ବେଳେ ଯୁବବର୍ଗଙ୍କ ପାଇଁ ଏହା ଏକ ମାର୍ଗଦର୍ଶନ ହେବ ବୋଲି ଟେଲିଫିଲ୍ମ ନିର୍ଦ୍ଦେଶକ ଓ କାହାଣୀ ରଚନା କରିଥିବା ଅର୍ପଣ ମିଶ୍ର ସୂଚନା ଦେଇଛନ୍ତି ।

ତେବେ ଏହି ଶୁଭ ମହୁରତ କାର୍ଯ୍ୟକ୍ରମ ଅବସରରେ ସଂଳାପକ, ଚିତ୍ରୋଉତ୍ତୋଳକ, ଫିଲ୍ମର ସହଯୋଗୀମାନେ ଉପସ୍ଥିତ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.