ETV Bharat / state

ପୋଖରୀରୁ ନିଖୋଜ ଶିଶୁର ମୃତଦେହ ଉଦ୍ଧାର - kendujhar town police

କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ନିଖୋଜ ଥିବା ଶିଶୁର ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦିକ, କେନ୍ଦୁଝର
author img

By

Published : Nov 5, 2019, 12:32 PM IST

କେନ୍ଦୁଝର: ନିଖୋଜ ଶିଶୁର ମୃତଦେହ ଉଦ୍ଧାର। କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଖିଡିକିଦ୍ବାର ସାହିରେ ଗତକାଲି ଠାରୁ ନିଖୋଜ ଥିବା ଜଣେ ଶିଶୁର ମୃତ ଦେହ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦିକ, କେନ୍ଦୁଝର

ସୂଚନା ଅନୁଯାୟୀ ଗତକାଲି ଜିତେନ୍ଦ୍ର ନାଏକଙ୍କ ଚାରି ବର୍ଷର ପୁଅ ଦିବ୍ୟଙ୍କର ନାଏକ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲା । ବହୁ ଖୋଜା ଖୋଜି ପରେ ଦିବ୍ୟଙ୍କରକୁ ନପାଇବା ପରେ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ଆଜି ସକାଳୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଚାଲି ଥିବାବେଳେ ନିକଟସ୍ଥ ପୋଖରୀରୁ ମୃତଦେହଟି ଭାସୁଥିବା ନଜର ଆସିଥିଲା । ମୃତଦେହକୁ ଦେଖି ପରିବାର ଲୋକଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଟାଉନ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ପୋଖରୀରୁ ନିଖୋଜ ଶିଶୁର ମୃତ ଦେହ ଉଦ୍ଧାରBody:ଆଙ୍କର- କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଖିଡିକିଦ୍ୱାର ସାହିରେ ଗତକାଲି ଠାରୁ ନିଖୋଜ ଥିବା ଜଣେ ଶିଶୁ ର ମୃତ ଦେହ ନିକଟସ୍ଥ ଏକ ପୋଖରୀ ରୁ ଉଦ୍ଧାର ହୋଇଛି । ଗତକାଲି ଦିନବେଳେ ଜିତେନ୍ଦ୍ର ନାଏକଙ୍କ ଚାରି ବର୍ଷର ପୁଅ ଦିବ୍ୟାଙ୍କର ନାଏକ ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି ନଥିଲେ ।ବହୁ ଖୋଜା ଖୋଜି ପରେ ଦିବ୍ୟଙ୍କର କୁ ନପାଇବା ସ୍ୱତେ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ହଟାତ ଆଜି ସକାଳୁ ଖୋଜା ଖୋଜି ଚାଲି ଥିବା ବେଳେ ହଟାତ ନିକଟସ୍ଥ ପୋଖରୀ ରୁ ମୃତ ଦେହଟି ଭାସୁଥିବା ଦେଖା ଯାଇଥିଲା । ମୃତ ଦେହକୁ ଦେଖି ପରିବାର ଲୋକଙ୍କ ଭିତରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ଟାଉନ ପୋଲିସ ପହଁଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ବ କରିଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.