ETV Bharat / state

ଚମ୍ପୁଆ ରେଞ୍ଜରେ 18 ଜଣିଆ ହାତୀପଲ, ଏକର ଏକର ଧାନ ଫସଲ ନଷ୍ଟ - keonjhar

କେନ୍ଦୁଝରରେ ହାତୀ ଆତଙ୍କ । ଏକର ଏକର ଫସଲକୁ ଦଳା ଚକଟା ସହ ଖାଇଗଲେ ଧାନଫସଲକୁ । ସେପଟେ ହାତୀପଲଙ୍କୁ ଘଉଡାଉଛି ବନ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 29, 2019, 12:13 PM IST

କେନ୍ଦୁଝର: ପୁଣି ଫେରିଲା ହାତୀ ଆତଙ୍କ । କେନ୍ଦୁଝର ଚମ୍ପୁଆ ରେଞ୍ଜ ରରୁଆଁ ଗୋଡା ଗାଁରେ ହାତୀପଲ ଧସେଇ ଫସି ଧାନ ଫସଲ ଖାଇଯାଇଛନ୍ତି । ସେପଟେ ହାତୀପଲଙ୍କୁ ବନ ବିଭାଗ ପକ୍ଷରୁ ଘଉଡାଇବାକୁ ପାଇଁ ପ୍ରୟାସ ଜାରି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

18 ଜଣିଆ ହାତୀପଲ ବିଳମ୍ବିତ ରାତିରେ ଗାଁରେ ପଶି ଏକର ଏକର ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ସେପଟେ ବୈତରଣୀ ନଦୀ ପାର ହୋଇ ମୟୂରଭଞ୍ଜ ଜିଲ୍ଲା ଫୁଲକମ୍ ନିକଟରେ ଥିବା ହାତୀପଲ ଥିବା ଜଣାପଡ଼ିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ _ପୁଣି ଫେରିଲେ ୧୮ ଟିକିଆ ହାତୀ ପଲ ବିଳମ୍ବିତ ରାତିରେ ରରୁଆଁ ଗୁଡା ଗାଁରେ ଧସେଇ ପଶିଲେ ହାତୀ ପଲ ଖାଇଗଲେ ଧାନ ଫସଲBody:
ଆଙ୍କର -କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ରରୁଆଁ ଗୋଡା ଗ୍ରାମରେ ବିଳମ୍ବିତ ରାତିରେ ହାତୀ ପଲ ପଶି ଧାନ ଖାଇବା ସହିତ ଏକର ଏକର ଚାଷ ଜମିର ଧାନ ଫସଲ ଦଳି ଚକଟି ନଷ୍ଟ କରିଛନ୍ତି । ଏହି ହାତୀ ପଲ ଏହି ହାତୀପଲ ରେ ୧୮ ଟି ହାତୀ ଅଛନ୍ତି ବନ ବିଭାଗ ପକ୍ଷରୁ ହାତୀ ଙ୍କୁ ଘଉଡାଇବା ପାଇଁ ପ୍ରୟାସ ଜାରି ରହିଛି। ହାତୀ ପଲ ଏବେ ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଜିଲ୍ଲା ଫୁଲକମ୍ ନିକଟରେ ଥିବା ଜଣା ପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.