ETV Bharat / state

ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା: ପ୍ରଧାନଶିକ୍ଷକ ଗିରଫ

author img

By

Published : Jul 18, 2019, 3:00 PM IST

କେନ୍ଦୁଝରରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା କରି ପ୍ରଧାନଶିକ୍ଷକ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା କରି ପ୍ରଧାନଶିକ୍ଷକ ଗିରଫ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅଞ୍ଚଳର ।

ସୂଚନା ଅନୁଯାୟୀ, କାଞ୍ଜିପାଣି ଥାନା ନିକଟସ୍ଥ ଏକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ବହୁବାର ପାଣି ପିଇବାକୁ ମାଗି ତାଙ୍କ ସହ ଅସଦାଚରଣ କରିଥାନ୍ତି । ଏହି ଘଟଣା ନେଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଏନେଇ କାଞ୍ଜିପାଣି ଥାନାରେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେବେ ଏହି ଅଭିଯୋଗ ଆଧାରରେ ପୋଲିସ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅର୍ଜୁନ ମହାନ୍ତଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ଅଙ୍ଗନବାଡି ର ଅବସ୍ଥା ଶେଚନୀୟ, ଗୋଟିଏ କାନ୍ଥ ତଳେ 30 ଉପରକୁ ଛୁଆ

Body:ଭିଅ 1
ରାଜ୍ୟ ସରକାର ଙ୍କ ଛେଟ ଶିଶୁ ଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ସବୁ ଖୋଲିଛନ୍ତି। ଅଙ୍ଗନବାଡି କେନ୍ଦ୍ର ରେ ଗରିବ ପିଲା ଟିଏ ପାଠ ପଢି ନିଜର ବ ତାର ବିକାଶ ହେବ ବୋଲି ସରକାରୀ ସ୍ତର ରେ ଅନେକ ଯୋଜନା ମଧ୍ୟ ହେଉଛି । ଏଠାରେ ପିଲା ମାନଙ୍କୁ ପାଠ ପଢ଼ାଇବା ସହ ପୃଷ୍ଟି କାର ଖାଦ୍ୟ ,ଟୀକା ସହ ଔଷଧ ମଧ୍ୟ ଦିଆଯାଉଛି। ହେଲେ ରାଜ୍ୟ ର ରାଜଧାନୀ ଅଙ୍ଗନବାଡି କେନ୍ଦ୍ର ର କଥା କହିଲେ ନ ସରେ।

ଭିଓ 2
ଭଲ କରି ଦେଖନ୍ତୁ ଏ ହଉଛି ରାଜଧାନୀ ଭୁବନେଶ୍ବର ସ୍ଥିତ ମେ ଫେୟାର ବସ୍ତି ର ଅଙ୍ଗନ ବାଡ଼ି କେନ୍ଦ୍ର ,ଗୋଟିଏ ଛେଟ କେଠରି ତଳେ ପାଠ ପଢୁଛନ୍ତି 23 ଜଣ ଛୁଆ। ଯେଉଁ କେଠରୀ ତଳେ 4 ଜଣ ରୁ ଅଧିକ ଲୋକ ରହିବା ଅସମ୍ଭାଳ ସେଠି ପାଠ ପଢ଼ୁଛନ୍ତି 23 ଜଣ ଛାତ୍ରଛାତ୍ରୀ। ପୁଣି ଗୋଟେ ରୁମ ରେ ପିଲା ଙ୍କ ଶାରୀରିକ ଓ ମାନସିକ ବିକାଶ ସହ ଖାଇବା ଜିନିଷ ବି ରେଷେଇ ହେଉଛି। ଦିନ 11 ଟା ହୋଇଗଲେ ପ୍ରବଳ ଗରମ ରେ ଛୁଆ ଙ୍କ ଅବସ୍ତା ସାଂଘାତିକ ହୋଇ ପଡୁଛି। ଯାହା ଫଳରେ ଛାତ୍ରଛାତ୍ରୀ ଙ୍କ ଅବିଭାବକ ଅଗଙ୍ଗବାଡି କେନ୍ଦ୍ର କୁ ଛୁଆ ପଠାଇବା ପାଇଁ ନା ମଞ୍ଜୁର ହେଉଛନ୍ତି। ଖାଲି ଯେ ମେ ଫେୟାର ର ଅଙ୍ଗନ ବାଡ଼ି 1 ର ଅବସ୍ଥା ସେମିତି ତା ନୁହେଁ ସବୁ ବସ୍ତି ଅଙ୍ଗନବାଡି କେନ୍ଦ୍ର ର ଅବସ୍ଥା ସାମାନ।

ବାଇର ଅଙ୍ଗନବାଡି ଦିଦି
ବାଇଟ ଅଙ୍ଗନବାଡି ଦିଦି
ବାଇଟ ଅବିଭାବକ
ବାଇଟ ହେଲପର

ଫାଇନାଲ ଭିଓ
ତେବେ ଆମେ ଏ ବିଷୟ ରେ ଏହି ବସ୍ତି ର ଦାଇତ୍ଵ ରେ ଥିବା ଉଚପଦସ୍ତ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ ,
କହିଥିଲେ ସରକାରୀ ସ୍ତରେ 750 ଟଙ୍କା ଆସୁଛି ଘର ଭଡା ପାଇଁ ଆମେ କଣ କରିବୁ କହି କ୍ୟାମେରା ସମୁଖ କିଛି କହି ହେବନି କହି ମୁହଁ ଫେରାଇ ନେଇ ଥିଲେ। ତେବେ ଏଠି ବଡ଼ ପ୍ରଶ୍ନ ଉଠୁଛି ଯେ କିଭଳି ଏଭଳି ଅସୁରକ୍ଷିତ ଓ ଅପ୍ରୀତିକର ପରିସ୍ଥିତି ରେ ପିଲାଏ ପାଠ ପଢିବେ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.