ETV Bharat / state

ଦାଦନ ଖଟିବାକୁ ଯାଉଥିବା ୪ ଶିଶୁ ଶ୍ରମିକ ଉଦ୍ଧାର - child laborers rescued

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧିନ ତରୁଆଁ ପଞ୍ଚାୟତ ଅଞ୍ଚଳରୁ ଏକ ବସ୍ ଯୋଗେ ତାମିଲନାଡୁ ଦାଦନ ଖଟିବାକୁ ଯାଉଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ଅଧିକ ପଢନ୍ତୁ...

ଦାଦନ ଖଟିବାକୁ ଯାଉଥିବା ୪ ଶିଶୁ ଶ୍ରମିକ ଉଦ୍ଧାର

author img

By

Published : Feb 11, 2021, 1:59 PM IST

ଆନନ୍ଦପୁର: ଦାଦନ ଖଟିବାକୁ ଯାଇ 4 ଶିଶୁ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧିନ ତରୁଆଁ ପଞ୍ଚାୟତ ଅଞ୍ଚଳରୁ ଏକ ବସ୍ ଯୋଗେ ତାମିଲନାଡୁ ଦାଦନ ଖଟିବାକୁ ଯାଉଥିବା ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ଦାଦନ ଖଟିବାକୁ ଯାଉଥିବା ୪ ଶିଶୁ ଶ୍ରମିକ ଉଦ୍ଧାର

ତାମିଲନାଡୁକୁ ଏକ ବସ୍ ବାହାରିଥିବା ଓ ସେଥିରେ ଯାଉଥିବା ୪୪ ଜଣ ଶ୍ରମିକଙ୍କ ମଧ୍ଯରୁ କେତେକ ଶିଶୁ ଶ୍ରମିକ ଥିବା ଖବରପାଇ ରାମଚନ୍ଦ୍ରପୁର ପୋଲିସ୍ ସେମାଙ୍କୁ ଅଟକ ରଖିଥିଲା । ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ପହଞ୍ଚି ଯାଞ୍ଚ କରିବାପରେ ୪ ଜଣ ଶିଶୁ ଶ୍ରମିକ ଥିବା ଜଣାପଡିଥିଲା । ସ୍ଥାନୀୟ ଚାଇଲ୍ଡଲାଇନ୍ ସଦସ୍ଯଙ୍କ ସହାୟତାରେ ସେମାନଙ୍କୁ ଘରକୁ ପଠାଯାଇଥିବା କହିଛନ୍ତି ଶ୍ରମ ଅଧିକାରୀ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.