ETV Bharat / state

ଭାଲୁ ଆକ୍ରମଣରେ ସ୍ବାମୀ-ସ୍ତ୍ରୀ ଗୁରୁତର - couple serious in bear attack

କେନ୍ଦୁଝର ସଦର ରେଞ୍ଜର ଖାଡ଼ିଆଡିହା ଗାଁ ନିକଟରେ ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି । ସେମାନେ ହେଲେ ଉକ୍ତ ଗାଁର ମଦନ ନାଏକ ଓ ତାଙ୍କ ସ୍ତ୍ରୀ ରାଣୀ ନାଏକ ।

bear attack
ଭାଲୁ ଆକ୍ରମଣରେ ସ୍ବାମୀ-ସ୍ତ୍ରୀ ଗୁରୁତର
author img

By

Published : Aug 27, 2020, 5:33 PM IST

କେନ୍ଦୁଝର: ଭାଲୁ ଆକ୍ରମଣରେ ଜଣେ ଦମ୍ପତି ଗୁରୁତର ଅଭିଯୋଗ । କେନ୍ଦୁଝର ସଦର ରେଞ୍ଜର ଖାଡ଼ିଆଡିହା ଗାଁ ନିକଟରେ ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଉକ୍ତ ଗାଁର ମଦନ ନାଏକ ଓ ତାଙ୍କ ସ୍ତ୍ରୀ ରାଣୀ ନାଏକ ବିଲରେ କାମ କରୁଥିବାବେଳେ ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା ।

ଭାଲୁ ଆକ୍ରମଣରେ ସ୍ବାମୀ-ସ୍ତ୍ରୀ ଗୁରୁତର

ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ବନ ବିଭାଗର ଏକ ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଏବେ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.