ETV Bharat / state

କେନ୍ଦୁଝରରେ ବସ ଓଲଟି ୧୦ରୁ ଉର୍ଦ୍ଧ୍ବ ଆହତ

author img

By

Published : Jan 16, 2020, 7:48 AM IST

Updated : Jan 16, 2020, 10:52 AM IST

ଭୁବନେଶ୍ଵରରୁ ଯାଉଥିବା ଘରୋଇ ବସ ଓଲଟି ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

bus-accident-in-keonjhar-10-passenger-injured
କେନ୍ଦୁଝର ବସ ଦୁର୍ଘଟଣା, ୧୦ ରୁ ଉର୍ଦ୍ଧ ଆହତ

କେନ୍ଦୁଝର: ବସ ଓଲଟି ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ। ଗତକାଲି ରାତି ପ୍ରାୟ 2ଟାରେ ବସଟି ଓଲଟିବା ପରେ ଘଟଣା ସ୍ଥଳରୁ ବସ କର୍ମଚାରୀ ମାନେ ଫେରାର ହୋଇ ଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

କେନ୍ଦୁଝରରେ ବସ ଓଲଟି ୧୦ରୁ ଉର୍ଦ୍ଧ୍ବ ଆହତ

ସୂଚନା ଅନୁଯାୟୀ ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା କୋଇଡାରୁ ଭୁବନେଶ୍ଵର ଯାଉଥିବା ସଂସ୍କାର ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଚମ୍ପୁଆ ଥାନା ଅନ୍ତର୍ଗତ ପର୍ଶଳା ନିକଟରେ ଓଲଟି ଯାଇଥିଲା । ଫଳରେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଯାତ୍ରୀ ମାନେ ବହୁ କଷ୍ଟରେ ଭିତରୁ ବାହାରକୁ ଆସିଥିଲେ । ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ୧୦ ରୁ ଉର୍ଦ୍ଧ୍ବ ଆହାତକୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୋଲିସ ଯାତ୍ରୀ ମାନଙ୍କୁ ପଚରା ଉଚୁରା କରି ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ବସ ଓଲଟି ୧୦ ରୁ ଉର୍ଦ୍ଧ ଆହାତBody: ଆଙ୍କର- ଗତକାଲି ରାତି ରେ କୋଇଡା ରୁ ଭୁବନେଶ୍ଵର ଯାଉଥିବା ସଂସ୍କାର ନାମକ ଏକ ଯାତ୍ରୀବାହି ବସ ଭାରସାମ୍ୟ ହରାଇ ଚମ୍ପୁଆ ଥାନା ପର୍ଶଳା ନିକଟରେ ଓଲଟି ଯାଇଥିଲା । ରାତି ପ୍ରାୟ 2ଟା ରେ ବସଟି ଓଲଟିବା ପରେ ଘଟଣା ସ୍ଥଳରୁ ବସ କର୍ମଚାରୀ ମାନେ ଫେରାର ହୋଇ ଯାଇଥିଲେ । ଫଳରେ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ଯାତ୍ରୀ ମାନେ ବହୁ କଷ୍ଟରେ ଭିତରୁ ବାହାରକୁ ଆସିଥିଲେ । ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ୧୦ ରୁ ଉର୍ଦ୍ଧ ଆହାତକୁ ଉର୍ଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ ଯାତ୍ରୀ ମାନଙ୍କୁ ପଚରା ଉଚୁରା କରି ତଦନ୍ତ ଜାରି ରଖିଛି ।Conclusion:
Last Updated : Jan 16, 2020, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.