ETV Bharat / state

ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ

author img

By

Published : Jul 23, 2020, 11:53 AM IST

ମ୍ୟୁନିସିପାଲଟି 15 ନଂ ପୋଡାଖମଣରେ ଅଭାବନୀୟ ଦୃଶ୍ୟ । ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ । ଅଧିକ ଖବର ପଢନ୍ତୁ...

ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ
ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ

ଆନନ୍ଦପୁର: ମ୍ୟୁନିସିପାଲଟି 15 ନଂ ପୋଡାଖମଣରେ ଅଭାବନୀୟ ଦୃଶ୍ୟ । ସ୍ଥାନୀୟ ଅଞ୍ଚଳରେ ରହୁଥିବା ଝରି ମହାନ୍ତଙ୍କ ସ୍ତ୍ରୀ ପ୍ରମିଳା ପରିବା କାଟୁଥିବାବେଳେ ହଠାତ୍ ଅସୁସ୍ଥ ହୋଇ ପଡିଲେ । ତାଙ୍କ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ 108 ଆମ୍ବୁଲାନ୍ସକୁ ପରିବାର ଲୋକେ ଖବର ଦେଇଥିଲେ।

ଆମ୍ବୁଲାନ୍ସ ସଙ୍ଗେ ସଙ୍ଗେ ଆସିଥିଲେ ମଧ୍ୟ ରୋଗୀଙ୍କ ଘର ପର୍ଯ୍ୟନ୍ତ ଯିବାକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଘର ପାଖରେ ପହଞ୍ଚି ପାରିନଥିଲା । ଫଳରେ ପରିବାର ଲୋକେ ପାଖାପାଖି 1 କିଲୋମିଟର ଦୂର ଖଟିଆରେ ବୋହି ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପ୍ରମିଳାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.