ETV Bharat / state

ସାପ କାମୁଡାରେ ଛାତ୍ରୀ ମୃତ - student

ରବିବାର ସାପ କାମୁଡାରେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବଡ଼ ରମ୍ପାସ ଗ୍ରାମର ଅନୀତା ନାହାକଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : Aug 25, 2019, 8:14 PM IST

କେନ୍ଦୁଝର: ସାପ କାମୁଡାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡ଼ ରମ୍ପାସ ଗ୍ରାମରେ ମୃତ ଛାତ୍ରୀ ଜଣକ ହେଉଛନ୍ତି ବଡ଼ ରମ୍ପାସ ଗ୍ରାମର ଅନୀତା ନାହାକ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ, ରବିବାର ଅନୀତା ଘରେ ଶୋଇଥିବା ବେଳେ ଏକ ସାପ ତାଙ୍କୁ କାମୁଡି ଦେଇଥିଲା । ଏହାପରେ ପରିବାର ଲୋକେ ଅନିତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ତେବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅନୀତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ କରି ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଚଡେୟାପଲ୍ଲୀ ନିକଟ ବୋଡା ନଦୀରେ ଆଜି ଜଣେ ଯୁବକ ଭାସିଯାଇ ମୃତ୍ୟୁ ବରଣ କରିଥିବାବେଳେ ଗ୍ରାମବାସୀ ମୃତ ଦେହକୁ ବେଲଗୁଣ୍ଠା ମୁଖ୍ୟ ରାସ୍ତାରେ ରଖି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଜାଫଳରେ ଭଞ୍ଜନଗର ଭୁବନେଶ୍ୱର ବସ ଚଳାଚଳ ଠପ ହୋଇଯାଇଛି ଗ୍ରାମବାସୀଙ୍କ ଦାବିହେଲା ମୃତ ରାଜେନ୍ଦ୍ର ପରିବାରକୁ କ୍ଷତି ପୂରଣ ସହିତ ବୋଡାନଦୀରେ ଡାଇବର୍ସନ ତିଆରି ଦାବିରେ ରାସ୍ତା ରୋକ କରାଯାଇଥିଲା ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନିକ ଅଧିକାରି ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ ଲୋକେ ଜିଦରେ ଅଟଳ ରହିବାରୁ ପୋଲିସ ଜୋର ଜର୍ଜରଦସ୍ତ ରାସ୍ତା ରୋକ ହଟାଇ ଲୋକଙ୍କୁ ଘଉ ଡାଇଥିଲା ତା ପରେ ବସ ଚଳାଚଳ ସ୍ବଭାବିକ ହୋଇଥିଲା Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.