ETV Bharat / state

ବିଜୟ ଦିବସ ପାଳିଲେ ଅବସରପ୍ରାପ୍ତ ସୈନିକ ସଂଘ - kendrapada

ଆଜି କରଗିଲ ବିଜୟ ଦିବସ । ଭାରତର ସେହି ବୀର ଯବାନଙ୍କ ବଳିଦାନକୁ ମନେ ପକାଇ କେନ୍ଦ୍ରାପଡା ତିନିମୁହାଣୀ ନିକଟରେ ଥିବା ଅମର ଯବାନ ସ୍ତମ୍ଭ ନିକଟରେ ପୂର୍ବତନ ସାମରିକ କର୍ମଚାରୀମାନେ ସ୍ମୃତିଚାରଣ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 26, 2019, 8:40 PM IST

କେନ୍ଦ୍ରାପଡା: କାରଗିଲ ବିଜୟ ଦିବସକୁ 20 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ମନେ ପକାଉଛି ଦେଶର ସେହି ଐତିହାସିକ ଦିନକୁ । ଆଜି ସେହି ବୀର ଯବାନଙ୍କ ବଳିଦାନକୁ ମନେ ପକାଇ ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସ । ଏହି ଅବସରରେ ଆଜି କେନ୍ଦ୍ରାପଡ଼ା ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଉର୍ଦ୍ଧୁ ପାଠାଗାରଠାରେ ଏକ ସ୍ମୃତିସଭା ଓ ଶହୀଦ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା ତିନିମୁହାଣୀ ନିକଟରେ ଥିବା ଅମର ଯବାନ ସ୍ତମ୍ଭ ନିକଟରେ ପୂର୍ବତନ ସାମରିକ କର୍ମଚାରୀମାନେ ପୁଷ୍ପମାଲ୍ୟ ଦେଇଥିଲେ । ଏହାସହ ସୈନିକ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:26.07.2019
Radhakanta Mohanty, Kendrapada
Slug-od_kpr_01_vijay utsav_script_7204459
Anchor-କାରଗିଲ ଯୁଦ୍ଧରେ ଭାରତର ବିଜୟକୁ ଆଜି ୨୦ବର୍ଷ ପୁରିଛି।ଏହି ବିଜୟ ଉତ୍ସବ ପାଇଁ ସାରା ଭାରତବାସୀ ଆଜି କାରଗିଲ ଯୁଦ୍ଧରେ ଅମର ଯବାନ ମାନଙ୍କୁ ମନେପକାଇ ସ୍ମୃତିସଭା କରୁଛନ୍ତି।ଏହି ଅବସରରେ ଆଜି କେନ୍ଦ୍ରାପଡ଼ା ଅବସରପ୍ରାପ୍ତ ସୈନିକ ସଂଘ ପକ୍ଷରୁ ଉର୍ଦ୍ଦୁ ପାଠାଗାର ଠାରେ ଏକ ସ୍ମୃତିସଭା ଓ ଶହୀଦ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ତିନିମୁହାଣୀ ନିକଟରେ ଥିବା ଅମର ଯବାନ ସ୍ତମ୍ଭ ନିକଟରେ ପୂର୍ବତନ ସାମରିକ କର୍ମଚାରୀ ମାନେ ପୁଷ୍ପମାଲ୍ୟ ଦେଇଥିବା ବେଳେ ସୈନିକ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।Body:...Conclusion:...
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.