ETV Bharat / state

ବିରୂପା ନଦୀରେ ଭାସୁଛି ପଥର, ଜମୁଛି ଦେଖଣାହାରୀଙ୍କ ଭିଡ଼

author img

By

Published : Mar 17, 2021, 8:12 AM IST

ବିରୂପା ନଦୀରେ ଭାସୁଛି ପଥର। ଏଭଳି କଥା ବିଶ୍ବାସ ନହେଉଥିଲେ ମଧ୍ୟ ଏହା ସତ। ଅଧିକ ପଢନ୍ତୁ...

ବିରୂପା ନଦୀରେ ଭାସୁଛି ପଥର,ଦେଖିବାକୁ ଲୋକଙ୍କ ଜମୁଛି ଭିଡ଼

କେନ୍ଦ୍ରାପଡା: ବିରୂପା ନଦୀରେ ଭାସୁଛି ପଥର। ଏଭଳି କଥା ବିଶ୍ବାସ ନହେଉଥିଲେ ମଧ୍ୟ ଏହା ସତ। ଗତକାଲି ଅପରାହ୍ନ ସମୟରେ ସିଦ୍ଧାର୍ଥ ପାତ୍ର ନାମକ ଜଣେ ଯୁବକ କେନ୍ଦ୍ରାପଡ଼ା ଇନ୍ଦୁପୁରସ୍ଥିତ ବିରୂପା ନଦୀ କୂଳରେ ବସିଥିବା ବେଳେ ଏକ ପଥର ଭାସିଯାଉଥିଲା।

ତେବେ ସିଦ୍ଧାର୍ଥ ଏହି ପଥରକୁ ଉଠାଇ ଆଣି ପୁନର୍ବାର ପାଣିରେ ପକାଇବାରୁ ଏହା ନବୁଡି ଭାସିଯାଇଥିଲା। ଏହି ପଥରକୁ ରାମଶିଳା ଆଖ୍ୟା ଦେଇ ସ୍ଥାନୀୟ ବାସିନ୍ଦା ଏହାକୁ ଦେଖିବାକୁ ଭିଡ଼ ଜମାଇଥିବା ପରିଲକ୍ଷିତ ହେଉଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.