ETV Bharat / state

ଲକଡାଉନରେ ଅମାନିଆ ବ୍ୟବସାୟୀଙ୍କ ଦୋକାନରେ ଚଢାଉ - ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ମାମଲା

କେନ୍ଦ୍ରାପଡାରେ ବ୍ୟବସାୟୀଙ୍କ ଦୋକାନରେ ଚଢାଉ । ଲକାଡଉନର ଫାଇଦା ଉଠାଇ ଚଢା ଦରରେ ବିକୁଛନ୍ତି ସାମଗ୍ରୀ । ଅଧିକ ପଢନ୍ତୁ...

ଲକଡାଉନରେ ଅମାନିଆ ବ୍ୟବସାୟୀଙ୍କ ଦୋକାନରେ ଚଢାଉ

author img

By

Published : May 12, 2021, 2:06 PM IST

କେନ୍ଦ୍ରାପଡା: ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ ସରକାର ସାରା ରାଜ୍ୟରେ 14ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ତେବେ କିଛି ଅସାଧୁ ବ୍ୟବସାୟୀ ଲକଡାଉନର ଫାଇଦା ନେଇ ଚଢା ଦରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି।

ଲକଡାଉନରେ ଅମାନିଆ ବ୍ୟବସାୟୀଙ୍କ ଦୋକାନରେ ଚଢାଉ

ବୁଧବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେସାମରିକ ଯୋଗାଣ ବିଭାଗ,ମାପ ଓ ଓଜନ ବିଭାଗ ସମେତ ଡ୍ରଗ ଇନ୍ସପେକ୍ଟର କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି।

ଏହି ଚଢ଼ାଉ ବେଳେ ମାପ ଓ ଓଜନରେ ଠକେଇ କରୁଥିବା ବ୍ୟବସାୟୀଙ୍କୁ ଜୋରିମାନା କରାଯାଉଥିବା ଦେଖାଯାଇଛି। ଅପରପକ୍ଷରେ ବିନା ଡାକ୍ତର ପ୍ରେସକ୍ରାଇବରେ ଔଷଧ ବିକ୍ରୟ କଲେ ଦୋକାନ ଗୁଡିକୁ ସିଲ କରାଯିବ ବୋଲି ଡ୍ରଗ ଇନ୍ସପେକ୍ଟର ଔଷଧ ଦୋକାନୀ ମାନଙ୍କୁ ଚେତାବନୀ ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.