ETV Bharat / state

କେନ୍ଦ୍ରାପଡା ଗଜଲକ୍ଷ୍ମୀ ପୂଜା ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା - କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ୍ ସିଂ

ରବିବାର କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ୍ ସିଂ ସ୍ଥାନୀୟ ଟାଉନ୍ ହଲ୍‌ଠାରେ ପୋଲିସ ବ୍ରିଫିଙ୍ଗ କରିବା ସହିତ ସହରରେ ପୋଲିସ ମୁତୟନ ନେଇ ବିସ୍ତୃତ ଆଲୋଚନା କରିଥିଲେ |

ଗଜଲକ୍ଷ୍ମୀ ପୂଜା ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା
author img

By

Published : Oct 13, 2019, 11:26 PM IST

କେନ୍ଦ୍ରାପଡା: ଆଜି (ରବିବାର) ଠାରୁ ଆରମ୍ଭ ହୋଇଛି କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା | ପୂଜାକୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି |

ଗଜଲକ୍ଷ୍ମୀ ପୂଜା ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା

ଏନେଇ ଆଜି(ରବିବାର) କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ୍ ସିଂ ସ୍ଥାନୀୟ ଟାଉନ୍ ହଲ୍ ଠାରେ ପୋଲିସ ବ୍ରିଫିଙ୍ଗ୍ କରିବା ସହିତ ସହରରେ ପୋଲିସ ମୁତୟନ ନେଇ ବିସ୍ତୃତ ଆଲୋଚନା କରିଥିଲେ | ତେବେ ପୂଜା ପାଇଁ ସହରରେ ମୋଟ 28 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି | ସେମାନଙ୍କ ମଧ୍ୟରେ 3 ଆଡିସିନାଲ ଏସପି, 7 ଡିଏସ୍‌ପି, 22 ଇନ୍ସପେକ୍ଟର, ଏସ୍ଆଇ, 93 ଏଏସ୍ଆଇ , 35 ହାବିଲଦାର, 240 ଜଣ କନଷ୍ଟେବଲ ଏବଂ 335 ଜଣ ହୋମଗାର୍ଡଙ୍କୁ ମୁତୟନ କରାଯାଇଛି ।

ଏହା ବ୍ୟତୀତ ସହରର 5ଟି ପ୍ରମୁଖ ସ୍ଥାନ ତିନିମୁହାଣି, ନୂଆ ବସ୍‌ଷ୍ଟାଣ୍ଡ, ବଡ଼ହାଟ, ପୁରୁଣା ବସ ଷ୍ଟାଣ୍ଡ, କେଶପୁର ଠାରେ ଅସ୍ଥାୟୀ ପୋଲିସ ଆଉଟ ପୋଷ୍ଟ ସ୍ଥାପନ କରାଯାଇଛି | ସେହିପରି ସହରର 8ଟି ସ୍ଥାନରେ ଚେକ୍ ପୋଷ୍ଟ ରହିଛି |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:13.10.2019
Radhakanta Mohanty, Kendrapada
Slug-od_kpr_03_police briefing_script_7204459
Anchor.- ଆଜିଠାରୁ ଆରମ୍ଭ ହୋଇଛି କେନ୍ଦ୍ରାପଡ଼ା ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା | ପୂଜା କୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି | ଏ ନେଇ ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ୍ ସିଂ ଙ୍କ ସ୍ଥାନୀୟ ଟାଉନ୍ ହଲ୍ ଠାରେ ପୁଲିସ ବ୍ରିଫ୍ ଙ୍ଗ କରିବା ସହିତ ସହରରେ ପୁଲିସ ମୁତୟନ ନେଇ ବିସ୍ତୃତ ଆଲୋଚନା କରିଥିଲେ | ତେବେ ପୂଜା ପାଇଁ ସହରରେ ସର୍ବ ମୋଟ 28 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି | ସେମାନଙ୍କ ମଧ୍ୟରେ 3 ଆଡିସିନାଲ ଏସପି, 7 ଡିଏସ୍ପି, 22 ଇନ୍ସପେକ୍ଟର, ଏସ୍ଆଇ ଓ ଏ ଏସ୍ଆଇ 93, 35 ହାବିଲଦାର, 240 ଜଣ କନଷ୍ଟେବଲ, 335 ଜଣ ହୋମ୍ ଗାର୍ଡ ମୁତୟନ କରାଯାଇଛ ନ୍ତି | ଏହା ବ୍ୟତୀତ ସହରର 5 ଟି ପ୍ରମୁଖ ସ୍ଥାନ ତିନିମୁହାଣି, ନୂଆ ବସ ଷ୍ଟାଣ୍ଡ, ବଡ଼ହାଟ, ପୁରୁଣା ବସ ଷ୍ଟାଣ୍ଡ, କେଶପୁର ଠାରେ ଅସ୍ଥାୟୀ ପୁଲିସ ପୁଲିସ ଆଉଟ ପୋଷ୍ଟ ସ୍ଥାପନ କରାଯାଇଛି | ସେହିପରି ସହରର 8 ଟି ସ୍ଥାନରେ ଚେକ୍ ପୋଷ୍ଟ ରହିଛି |
Body:Byt ଆଶିଷ ସିଂ, କେନ୍ଦ୍ରାଞ୍ଚଳ ଡିଆଇଜିConclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.