ETV Bharat / state

କେନ୍ଦ୍ରାପଡାରେ ଇଦ୍-ଉଲ୍-ଜୁହା: ବର୍ଷାରେ ଭିଜି ପଢିଲେ ନମାଜ - bakrid celebrated at masjid

ରାଜ୍ୟର ବିଭିନ୍ନ ମସଜିଦରେ ସକାଳୁ ସକାଳୁ ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 12, 2019, 2:30 PM IST

କେନ୍ଦ୍ରାପଡା: ଆଜି ପବିତ୍ର ଇସଲାମିକ ଧର୍ମର ଭାଇ ଓ ଭଉଣୀଙ୍କ ତ୍ୟାଗ ଓ ବଳିଦାନର ଦିବସ ଇଦ୍-ଉଲ୍-ଜୁହା । ରାଜ୍ୟର ବିଭିନ୍ନ ମସଜିଦରେ ସକାଳୁ ସକାଳୁ ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି ମୁସଲିମ ସମ୍ପ୍ରଦାୟର ଲୋକେ । ଏଥିପାଇଁ ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇ ଉଠିଛି କେନ୍ଦ୍ରାପଡା ସହର ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ସମସ୍ତ ମୁସଲମାନ ଭାଇମାନେ ଆଜି ସକାଳ 8ଟାରୁ ସ୍ଥାନୀୟ ଇଦଘା ପଡ଼ିଆରେ ନମାଜ ପାଠ ପଢିବା ପରେ ପରସ୍ପରକୁ ଆଲିଙ୍ଗନ କରି ମୁବାରକ ଶୁଭେଚ୍ଛା ଜଣାଇଥିଲେ । ତେବେ ପ୍ରତିକୂଳ ପାଗ ସତ୍ତ୍ବେ ବର୍ଷାରେ ଭିଜି ବି ନମାଜ ପଢିଥିଲେ ।

ମୌଲାନା ଫାରୁକରୁଦ୍ଦିନ ଆସିଙ୍କ କହିବାନୁଯାୟୀ, ହିନ୍ଦୁସ୍ତାନର ସମସ୍ତ ମୁସଲମାନ ଭାଇଭଉଣୀ ଦେଶଭକ୍ତ ହେବାସହ ଶାନ୍ତି ଓ ମୈତ୍ରୀ ବଜାୟ ରଖିବାକୁ କହିଛନ୍ତି । ତେବେ କେନ୍ଦ୍ରାପଡା ଦରଘା, ମସଜିଦ ଭଳି ପ୍ରମୁଖ ପ୍ରାର୍ଥନାପୀଠକୁ ସଜାଯାଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:12.08.2019
Radhakanta Mohanty, Kendrapada
Slug-od_kpr_01_Id ul Azhar_script_7204459
Anchor-ଆଜି ହେଉଛି ଇସଲାମିକ ଧର୍ମର ମୁସଲମାନ ଭାଇ ଓ ଭଉଣୀଙ୍କ ତ୍ୟାଗ ଓ ବଳିଦାନର ଦିବସ।ଆଲ୍ଲାଙ୍କ ଅନୁଗାମୀ ଇସଲାମିକ ପିଏଗାମ୍ବର ଆଜି ଦିନରେ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ନିଜ ପୁତ୍ରକୁ ବଳିଦାନ ଦେଇ ନିଜ ଭକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଏହି ଦିନଟିକୁ ଉଜ୍ଜୀବିତ ରଖିବାପାଇଁ ପାଳନ କରାଯାଇଥାଏ ଏହି ଇଦ-ଉଲ-ଅଝାର ପର୍ବ।କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ସମସ୍ତ ମୁସଲମାନ ଭାଇ ଆଜି ସକାଳ 8ଘଟିକାରୁ ସ୍ଥାନୀୟ ଇଦଘା ପଡ଼ିଆରେ ନମାଜ ପଢିବାପରେ ପରସ୍ପରକୁ ଆଲିଙ୍ଗନ କରି ମୁବାରକ ଶୁଭେଚ୍ଛା ଜଣାଇଥିଲେ।ତେବେ ପ୍ରତିକୂଳ ପାଗ ସତ୍ତ୍ୱେ ବର୍ଷାରେ ଭିଜି ନମାଜ ପଢିବା ଆଲ୍ଲାଙ୍କ ଏହି ଅନୁଗାମୀ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଚିତ୍ର ସ୍ପଷ୍ଟ କରୁଛି।ମୌଲାନା ଫାକରୁଦ୍ଦିନ ଆସିଙ୍କ କହିବାନୁଯାୟୀ ହିନ୍ଦୁସ୍ତାନର ସମସ୍ତ ମୁସଲମାନ ଭାଇଭଉଣୀ ଦେଶଭକ୍ତ ହେବାସହ ଦେଶକୁ ଭଲପାନ୍ତୁ।ଶାନ୍ତି ଓ ମୈତ୍ରୀ ବଜାୟ ରଖିବାକୁ ମଧ୍ୟ କହିଛନ୍ତି ମୌଲାନା
Byt-ଫାକରୁଦ୍ଦିନ ଆସି(ମୌଲାନା)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.