ETV Bharat / state

ଯିଏ ପାଟକୁରାର ବିକାଶ କରିବ ତାକୁ ଆମେ ଭୋଟ ଦେବୁ: ଭୋଟର୍ସ - patkura assembly vote

ପାଟକୁରାରେ ଚାଲିଛି ଭୋଟ ଗ୍ରହଣ, ସାଧାରଣ ଲୋକେ ଆସି ନିଜ ପ୍ରାର୍ଥୀଙ୍କୁ ଭୋଟ ଦେଉଛନ୍ତି । ଝିପିଝିପି ବର୍ଷା ଲାଗିରହିଥିଲେ ବି ଭୋଟ ଗ୍ରହଣରେ କୌଣସି ପ୍ରଭାବ ପକାଇ ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 20, 2019, 11:35 AM IST

କେନ୍ଦ୍ରାପଡା: ସକାଳ ୭ଟାରୁ ଆରମ୍ଭ ହୋଇଛି ପାଟକୁରା ବିଧାନସଭା ଆସନ ପାଇଁ ମତଦାନ । ସକାଳ 10:30 ସୁଦ୍ଧା 20ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଲୋକେ ଶାନ୍ତିଶୃଙ୍ଖଳାର ସହ ଲମ୍ବା ଲାଇନରେ ଆସି ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଆଜି ମତଦାନକୁ ନେଇ କଣ କହୁଛନ୍ତି ପାଟକୁରା ଜନତା, ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:DeferdBody:DeferdConclusion:Deferd
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.