ETV Bharat / state

୧୧୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ରଘୁନନ୍ଦନ ଦାସ - କେନ୍ଦ୍ରାପଡା ଖବର

କେନ୍ଦ୍ରାପଡାରେ ପ୍ରତିକ୍ଷିତ କେନାଲକୁ ଉଦଘାଟନ କଲେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଅଧିକ ପଢନ୍ତୁ

୧୧୦କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ରଘୁନନ୍ଦନ ଦାସ

author img

By

Published : May 19, 2022, 10:38 AM IST

କେନ୍ଦ୍ରାପଡା: ଜିଲ୍ଲାର ବହୁ ପ୍ରତିକ୍ଷିତ କେନାଲକୁ ଉଦଘାଟନ କଲେ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କଳାବୁଦା ଠାରେ ୨୦୧୪ -୧୫ ମସିହାରୁ ଚାଷଜମିକୁ ପାଣି ଯିବା ପାଇଁ ଆରମ୍ଭ ହୋଇଥିଲା କେନାଲ କାର୍ଯ୍ୟ । ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କେନାଲରେ ୪୫ଟି ଶାଖା କେନାଲ ରହିଛି ।

୧୧୦କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ ରଘୁନନ୍ଦନ ଦାସ

ଯେଉଁ ବାଟ ଦେଇ ପାଣି ସିଧା ଚାଷଜମିରେ ପହଞ୍ଚି ପାରିବ । ଏହି କେନାଲ ଦ୍ବାରା କେନ୍ଦ୍ରାପଡା,କଟକ ଓ ଜଗତସିଂହପୁର ଜିଲ୍ଲାର ୪ଟି ବ୍ଲକର ୬୪ ଗାଁର ଚାଷୀ ଉପକୃତ ହୋଇପାରିବେ । ଅନ୍ୟପଟେ, ଏହି ଜଳସେଚନ ପ୍ରକଳ୍ପ ପାଇଁ ପ୍ରଥମେ (ADB) ଅର୍ଥରାଶି ସହଯୋଗ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପରୁ ଓହରିଯିବାରୁ ଅଧିକ ସମୟ ଲାଗିଥିବା କହିଛନ୍ତି ଯନ୍ତ୍ରୀ । ଏହି ପ୍ରକଳ୍ପ ଦ୍ବାରା ୬୪୦୪ ହେକ୍ଟର ଚାଷଜମିକୁ ଜଳସେଚନ କରାଯାଇପାରିବ ବୋଲି କହିଛନ୍ତି ମନ୍ତ୍ରୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.