ETV Bharat / state

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡା

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା। ଗତ 23 ତାରିଖ ଠାରୁ ଲଘୁଚାପ ପ୍ରଭାବରେ ଲାଗିରହିଥିବା ବର୍ଷା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗତ ଗୁରୁବାର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ କରାଯାଇଥିବା ବେଳେ ଶୁକ୍ରବାର ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହା ବନ୍ଦ ରହିବ ବୋଲି ସୂଚନା ମିଳିଛି।

author img

By

Published : Oct 25, 2019, 10:10 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା। ଗତ 23 ତାରିଖ ଠାରୁ ଲଘୁଚାପ ପ୍ରଭାବରେ ଲାଗିରହିଥିବା ବର୍ଷାରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗତ ଗୁରୁବାର ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ମଧ୍ୟ ଏହା ବନ୍ଦ ରହିବ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦ୍ରାପଡା

ଜିଲ୍ଲାର ରାଜକନିକା ବ୍ଲକରେ ସର୍ବାଧିକ 164 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଳିରେ 122 ମିମି, ପଟ୍ଟାମୁଣ୍ଡାଇ ଓ ଡେରାବିଶରେ 121ମିମି, ମାର୍ଶାଘାଇରେ 102 ମିମି, ରାଜନଗରରେ 88 ମିମି, ମହାକାଳପଡ଼ାରେ 77 ମିମି, କେନ୍ଦ୍ରାପଡ଼ା ଓ ଗରଦପୁରରେ 73ମି.ମି ବର୍ଷା ରେକର୍ଡ କରାଯାଇଥିବା ଜଣାଇଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥୀ। ଜିଲ୍ଲାରେ ମୋଟାମୋଟି ଭାବରେ 104.56 ମିମି ବର୍ଷା ରେକର୍ଡ କରାଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:25.10.2019
Radhakanta Mohanty, Kendrapada
Slug-od_kpr_02_heavy rain_script_7204459
Anchor-ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା।ଗତ 23 ତାରିଖ ଠାରୁ ଲଘୁଚାପ ପ୍ରଭାବରେ ଲାଗିରହିଥିବା ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି।ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଗତକାଲି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରାଯାଇଥିବା ବେଳେ ଆଜି ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ବୋଲି ସୂଚନା ମିଳିଛି।ଜିଲ୍ଲାର ରାଜକନିକା ବ୍ଲକରେ ସର୍ବାଧିକ 164ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଳିରେ 122ମି.ମି,ପଟ୍ଟାମୁଣ୍ଡାଇ ଓ ଡେରାବିଶ୍ ବ୍ଲକରେ 121ମି.ମି,ମାର୍ଶାଘାଇ ବ୍ଲକରେ 102ମି.ମି,ରାଜନଗରରେ 88ମି.ମି,ମହାକାଳପଡ଼ାରେ 77ମି.ମି,କେନ୍ଦ୍ରାପଡ଼ା ଓ ଗରଦପୁର ବ୍ଳକରେ 73ମି.ମି ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମ୍ବିତ ଶତପଥି।ଜିଲ୍ଲାରେ ମୋଟାମୋଟି ଭାବରେ 104.56ମି.ମି ବର୍ଷା ରେକର୍ଡ କରାଯାଇଛି।ସେହିପରି ଲଗାଣ ବର୍ଷାରେ ଆଳି ବ୍ଲକ ଗଣେଶ୍ୱରପୁର ନୂଆସାହିରେ କାନ୍ଥପଡି ସ୍ୱାମୀର ମୃତ୍ୟୁ ହୋଇଥିଲା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।ମୃତକ ଜଣକ ହେଉଛନ୍ତି କୈଳାସ ସାମଲ।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.