ETV Bharat / state

କେନ୍ଦ୍ରାପଡାରେ ପୁଣି ଫୁଟିଲା ଗୁଳି, ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦ୍ରାପଡାରେ ପୁଣି ଫୁଟିଲା ଗୁଳି । ଯୁବକଙ୍କ ମୁଣ୍ଡକୁ ଗୁଳିମାଡ ସମୟରେ କୌଶଳବଶତଃ ନିଜକୁ ରକ୍ଷା କରାଇ ନେଲେ । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ ପୁଣି ଫୁଟିଲା ଗୁଳି, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

author img

By

Published : May 4, 2022, 10:27 PM IST

Updated : May 4, 2022, 11:00 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ପୁଣି ଗୁଳିମାଡ । ଗତ କିଛିଦିନ ତଳେ ମହାକାଳପଡ଼ା ଥାନା ଅଧିନରେ ଦୁର୍ବୃତ୍ତମାନେ ଗୁଳି ଚଳାଇ ଫେରାର ଥିବାବେଳେ ଆଜି (ବୁଧବାର) ସନ୍ଧ୍ୟାରେ ପୁଣି ଗୁଳିମାଡ ଖବର ସାମ୍ନାକୁ ଆସିଛି । କେଉଁ କାରଣରୁ ଗୁଳିମାଡ ହୋଇଥିବା ଅସ୍ପଷ୍ଟ ରହିଛି ।

କେନ୍ଦ୍ରାପଡାରେ ପୁଣି ଫୁଟିଲା ଗୁଳି, ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଭର୍ତ୍ତି

ସୂଚନା ଅନୁଯାୟୀ, ନିକିରାଇ ଥାନା ଅଧିନ ସଦାନନ୍ଦପୁର (ପୋଟଳଡିହ)ର ଅଜୟ ପତିଙ୍କୁ ଦୁଇ ଦୁର୍ବୃତ୍ତ ବାଇକରେ ଆସି ମୁଣ୍ଡକୁ ଗୁଳି ଚଳାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଅଜୟ କୌଶଳକ୍ରମେ ଦୁର୍ବୃତ୍ତଙ୍କ ହାତରୁ ବନ୍ଧୁକ ଛଡାଇ ଆଣିବା ସମୟରେ ଗୁଳି ଫୁଟି ତାଙ୍କ ଡ଼ାହାଣ ହାତରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ନିକିରାଇ ପୋଲିସ ଘଟମାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 4, 2022, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.