ETV Bharat / state

ପଦଯାତ୍ରା ବେଳେ କଂଗ୍ରେସ ନେତାଙ୍କୁ ପୋଲିସର ଗିରଫ

କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀରେ ଥିବା ଆଳି ଓ ରାଜକନିକା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ 200କୋଟି ଟଙ୍କାର ହୋଇଥିବା ଦୁର୍ନୀତିର ପ୍ରତିବାଦ କରିଛି କଂଗ୍ରେସ । ପଦଯାତ୍ରା ବେଳେ ଦେବେନ୍ଦ୍ର ଶର୍ମାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ଖବର ପଢନ୍ତୁ...

author img

By

Published : Nov 23, 2019, 3:11 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀରେ ଥିବା ଆଳି ଓ ରାଜକନିକା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ 200କୋଟି ଟଙ୍କାର ହୋଇଥିବା ଦୁର୍ନୀତିର ପ୍ରତିବାଦ କରିଛି କଂଗ୍ରେସ । ଅଭିନବ ପ୍ରତିବାଦ କରିବା ସହ ରାଜକନିକା ଠାରୁ ନବୀନ ନିବାସ ଯାଏ ଚାଲିଚାଲି ପଦଯାତ୍ରାରେ ଯାଇ ଦାବିପତ୍ର ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଶୁକ୍ରବାର ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ କଂଗ୍ରେସର ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ନେତୃତ୍ବରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ପଦଯାତ୍ରା ରାଜକନିକାରୁ ବାହାରି ଆଳି ବଜାର ଦେଇ ପଟ୍ଟାମୁଣ୍ଡାଇ ପତ୍ରପୁର ନିକଟରେ ପହଞ୍ଚିଥିବା ବେଳେ ପଟ୍ଟାମୁଣ୍ଡାଇ ପୋଲିସ ତାଙ୍କୁ ଅଟକାଇବା ସହ ଦେବେନ୍ଦ୍ର ଶର୍ମାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:22.11.2019
Radhakanta Mohanty, Kendrapada
Slug-od_kpr_03_congress detained_script_7204459
Anchor - କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀ ରେ ଥିବା ଆଳି ଓ ରାଜକନିକା ବ୍ଲକରେ ବିଭିନ୍ନ ସରକାରୀ ଯୋଜନାରେ 200କୋଟି ଟଙ୍କାର ହୋଇଥିବା ଦୁର୍ନୀତି ପ୍ରତିବାଦରେ କଂଗ୍ରେସ ଅଭିନବ ପ୍ରତିବାଦ କରିବା ସହ ରାଜକନିକା ଠାରୁ ଭୂବନେଶ୍ୱର ନବୀନ ନିବାସ ଯାଏ ଚାଲିଚାଲି ପଦଯାତ୍ରାରେ ଯାଇ ଦାବିପତ୍ର ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା।ଆଜି ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ କଂଗ୍ରେସର ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଙ୍କ ନେତୃତ୍ବରେ ଶତାଧିକ କର୍ମୀ ଙ୍କ ସହ ରାଜକନିକାରୁ ବାହାରି ଆଳି ବଜାର ଦେଇ ପଟ୍ଟାମୁଣ୍ଡାଇ ପତ୍ରପୁର ନିକଟରେ ରେ ପହଂଚିଥିବା ବେଳେ ପଟ୍ଟାମୁଣ୍ଡାଇ ପୋଲିସ ତାଙ୍କୁ ଅଟକାଇବା ସହ ଦେବେନ୍ଦ୍ର ଶର୍ମା ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଙ୍କୁ ଗିରଫ କରିକରିଛି ।
Byt-ଦେବେନ୍ଦ୍ରନାଥ ଶର୍ମା(ପୂର୍ବତନ ବିଧାୟକ,ଆଳି)
Byt-ରାକେଶ ତ୍ରିପାଠୀ(ଆଇଆଇସି, ପଟ୍ଟାମୁଣ୍ଡାଇ)Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.