ETV Bharat / state

କନ୍ଧମାଳରେ ମେଡିକାଲ କଲେଜ ଓ ରେଳ ସଂଯୋଗ ପାଇଁ ଦସ୍ତଖତ ଅଭିଯାନ - ରେଳ ସଂଯୋଗ

କନ୍ଧମାଳ ଜିଲ୍ଲାରେ ମେଡିକାଲ କଲେଜ, ରେଳ ଯୋଗାଯୋଗ ଓ ଜିଲ୍ଲାର ସମସ୍ତଙ୍କୁ ଜମିପଟ୍ଟା ପ୍ରଦାନ କରିବା ପାଇଁ ଦସ୍ତଖତ ଅଭିଯାନ କରାଯାଇଛି । କନ୍ଧମାଳ ପିପୁଲସ ଫୋରମ (କେପିଏଫ)  ପକ୍ଷରୁ ଆରମ୍ଭ ହୋଇଛି ଏକ ଦସ୍ତଖତ ଅଭିଯାନ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ
author img

By

Published : Sep 29, 2019, 5:19 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ତିନି ଦଫା ଦାବି ନେଇ ଅରମ୍ଭ ହୋଇଛି ଦସ୍ତଖତ ଅଭିଯାନ । ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ,ରେଳ ସଂଯୋଗୀକରଣ ଓ ଜିଲ୍ଲାର ସମସ୍ତଙ୍କୁ ଜମିପଟ୍ଟା ପ୍ରଦାନ କରିବା ଦାବିରେ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,କନ୍ଧମାଳ

କନ୍ଧମାଳ ପିପୁଲସ ଫୋରମ (କେପିଏଫ) ପକ୍ଷରୁ ଆରମ୍ଭ ହୋଇଛି ଏକ ଦସ୍ତଖତ ଅଭିଯାନ । ଜିଲ୍ଲାରେ ମେଡିକାଲ କଲେଜ, ରେଳ ଯୋଗାଯୋଗ ଓ ଜିଲ୍ଲାର ସମସ୍ତଙ୍କୁ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଦସ୍ତଖତ ଅଭିଯାନ କରାଯାଇଛି । ସଂଗଠନ ତରଫରୁ ଲୋକଙ୍କୁ ପ୍ରଚାର ପତ୍ର ମାଧ୍ୟମରେ ସଚେତନ କରାଯାଉଛି । ପୋଷ୍ଟକାର୍ଡ ଦ୍ବାରା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାରୁ ଦାବିପତ୍ର ପଠାଯିବ । ଗଣତାନ୍ତ୍ରିକ ଉପାୟରେ ଦାବି ହାସଲ ପାଇଁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ଦିନକୁ ଦିନ କନ୍ଧମାଳ ଜିଲ୍ଳାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଅଧିକରୁ ଅଧିକ ସଂଗଠନ ଓ ଜନ ଆନ୍ଦୋଳନ ମୁଣ୍ଡ ଟେକୁଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ସ୍ଥାପନ,ଜିଲ୍ଲାକୁ ରେଳ ସଂଯୋଗୀକରଣ ଓ ଜିଲ୍ଲାର ସମସ୍ଥଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଦାବିରେ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ। କନ୍ଧମାଳ ପିପୁଲସ ଫୋରମ ତରଫରୁ ଆରମ୍ଭ ହୋଇଛି ଅଭିଯାନ।

Body:ଦାବିକୁ ଅଧିକ ଜୋରଦାର କରାଯିବ ବୋଲି ସଂଗଠନ ତରଫରୁ କୁହାଯାଇଛି। ପୋଷ୍ଟକାର୍ଡ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଜିଲ୍ଲାରୁ ଦାବିପତ୍ର ପଠାଯାଉଥିବା ବେଳେ ଗଣତାନ୍ତ୍ରିକ ପଦ୍ଧତିରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି କହିଛି ସଂଗଠନ। ଏହା ସହିତ ଲିଫଲେଟ ମାଧ୍ୟମରେ ମଧ୍ୟ ସଚେତନ କରୁଛି ସଂଗଠନ ।
ବାଇଟ(୧) ମହମ୍ମଦ ସକିଲ,ଉପସଭାପତି,କେପିଏଫ

Conclusion:ଜିଲ୍ଳାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଏବେ ଅଧିକରୁ ଅଧିକ ସଂଗଠନ ଓ ଜନ ଆନ୍ଦୋଳନ ମୁଣ୍ଡଟେକୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.