ETV Bharat / state

ଲଜ୍ଜା: 3 ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ - ମାମଲା ରୁଜୁ

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗିଆ ଗାଁରେ ଘଟିଛି ଏହି ଲଜ୍ଜାଜନକ ଘଟଣା । 8ସନ୍ତାନ ଓ ଦୁଇ ପତ୍ନୀ ବିଶିଷ୍ଟ ଅଭିଯୁକ୍ତ ଭିଆଇଛି ଏକି ଜଘନ୍ୟ କାଣ୍ଡ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Aug 22, 2019, 10:37 AM IST

କନ୍ଧମାଳ: ତିନି ବର୍ଷର କୁନି ଝିଅ ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗିଆ ଗାଁରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ଏହି ଘଟଣାରେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ଡାକ୍ତରୀ ମାଇନା ପାଇଁ ମେଡିକାଲ ନେଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଅଭିଯୁକ୍ତ ଜଣକ ତିନି ବର୍ଷର ଝିଅକୁ ଚକୋଲେଟ ଲୋଭ ଦେଖାଇ ଅପହରଣ କରିଥିଲା । ପରେ ନିକଟସ୍ଥ ଏକ ବଗିଚାକୁ ନେଇ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଜଣକ ହେଲେ 54 ବର୍ଷୀୟ ପ୍ରଶ୍ନ କୁମାର ଦିଗାଲ । ତାଙ୍କର 8ଟି ସନ୍ତାନ ଥିବାବେଳେ ଦୁଇଜଣ ପତ୍ନୀ ରହିଛନ୍ତି ।

ଏନେଇ ଥାନାରେ ମାମଲା ରୁଜୁ କରିବା ପରେ ଏସଆଇ ରଞ୍ଜିତ ମୁନୀ ମାମଲାର ତଦନ୍ତ କରୁଛନ୍ତି । ଅନ୍ୟପଟେ ଦୁଷ୍କର୍ମର ଶିକାର ହୋଇଥିବା ତିନି ବର୍ଷର ଝିଅକୁ ଜିଲ୍ଲା ଶିଶୁ କଲ୍ୟାଣ କମିଟିରେ ହାଜର କରାଯିବ ବୋଲି ଜଣାପଡିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରୀ ଥାନା ଅନ୍ତର୍ଗତ କଳିଙ୍ଗିଆରେ ଦୁଃଖଦ ଓ ଲଜ୍ଜାଜନକ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ତିନି ବର୍ଷର କୁନି ଝିଅକୁ ଅପହରଣ ପରେ ଦୁଷ୍କର୍ମ ଉଦ୍ଯମ କରାଯାଇଛି । ଆଠ ପୁଅ ଝିଅ ଓ ଦୁଇ ସ୍ତ୍ରୀ ବୃଦ୍ଧଙ୍କ ଏପରି କାଣ୍ଡ ପରେ ଅଟକ ରଖିଛି ପୋଲିସ ।Body: ଆଠ ପୁଅ ଝିଅ ଓ ଦୁଇ ସ୍ତ୍ରୀ ବୃଦ୍ଧଙ୍କ ଏପରି କାଣ୍ଡ ପରେ ଅଟକ ରଖିଛି ପୋଲିସ । ଅଭିଯୁକ୍ତ ପ୍ରଶ୍ନ କୁମାର ଦିଗାଲର ଡାକ୍ତରୀ ମାଇନା କରାଯାଇଛି । ଏସ ଆଇ ରଞ୍ଜିତ ମୁନୀ ମାମଲାର ତଦନ୍ତ କରୁଛନ୍ତି । ଥାନାରେ 100/2019 ରେ ମାମଲା ରୁଜୁ ହୋଇଛି ।Conclusion:ଚକଲେଟ୍ ଖାଇବାକୁ ଦେଇ ଅପହରଣ କରି ନିକଟସ୍ଥ ଏକ ବଗିଚା ଭିତରେ ଏପରି ଘୃଣ୍ଯ କାର୍ଯ୍ୟ କରିବା ସମସ୍ତଙ୍କୁ ଆଚର୍ଯ୍ଯ କରିଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.