ETV Bharat / state

ବୀର ଶହୀଦଙ୍କୁ କଳାହାଣ୍ଡିରେ ଶ୍ରଦ୍ଧାଞ୍ଜଳି

author img

By

Published : Jun 21, 2020, 1:41 PM IST

ଲଦାଖ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ବୀର ଶହୀଦଙ୍କ ସ୍ମୃତିଚାରଣ କରି ରବିବାର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଯୁବକ ସଙ୍ଘ ତରଫରୁ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

tribute
ଗଲୱାନ୍ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା: ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ଲଦାଖ ସୀମାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ବୀର ଶହୀଦଙ୍କ ସ୍ମୃତିଚାରଣ କରି ରବିବାର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଯୁବକ ସଂଘ ତରଫରୁ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଗଲୱାନ୍ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ସଂଘ ତରଫରୁ ଚାଇନା ସାମଗ୍ରୀ ବର୍ଜନ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା ଧର୍ମଗଡ଼ ରାଜ ହୋଟେଲରୁ ତିନିଛକ ପର୍ଯ୍ୟନ୍ତ ପରିକ୍ରମା କରି ଚୀନ ରାଷ୍ଟ୍ରପତିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ପ୍ରକାଶ ଥାଉକି, ଗତ ଜୁନ 15ରେ ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମୁହାମୁହିଁ ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଚୀନ ସେନାର ମଧ୍ୟ ୪୦ରୁ ଊର୍ଦ୍ଧ୍ବ ଯବାନ ମୃତାହତ ହୋଇଥିବା ସୂଚନା ମିଳିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.