ETV Bharat / state

୯ ଦିନ ହେଲା ଆନ୍ଦୋଳନରେ ଛାତ୍ରଛାତ୍ରୀ ଓ ଅଭିଭାବକ

୯ ଦିନ ହେଲା ଆନ୍ଦୋଳନରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଉପଯୁକ୍ତ ଶିକ୍ଷାଦାନ ପାଇବାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବା ନେଇ ଧାରଣାରେ ବସିଛନ୍ତି । ଅଧିକ ପଢ଼ନ୍ତୁ

୯ ଦିନ ହେଲା ଆନ୍ଦୋଳନରେ ଛାତ୍ରଛାତ୍ରୀ ଓ ଅଭିଭାବକ
୯ ଦିନ ହେଲା ଆନ୍ଦୋଳନରେ ଛାତ୍ରଛାତ୍ରୀ ଓ ଅଭିଭାବକ
author img

By

Published : Jun 23, 2022, 10:58 PM IST

ଭବାନୀପାଟଣା : ୯ ଦିନ ହେଲା ଆନ୍ଦୋଳନରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଆବଶ୍ୟକ ଶିକ୍ଷକ ନିଯୁକ୍ତି ନେଇ ବିଦ୍ୟାଳୟରେ ଗତ ୯ ଦିନ ହେଲା ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ ।

୯ ଦିନ ହେଲା ଆନ୍ଦୋଳନରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଏହି ବିଦ୍ୟାଳୟରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ୬ ଜଣ ଶିକ୍ଷକ ଅଛନ୍ତି । ଫଳରେ ଉପଯୁକ୍ତ ଶିକ୍ଷାଦାନ ପାଇବାରୁ ଛାତ୍ରଛାତ୍ରୀ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଶିକ୍ଷା ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ତାଲାବନ୍ଦ ଆନ୍ଦୋଳନରେ ବସିଛନ୍ତି ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ଅଭିଭାବକ। ବିଗତ ୯ ଦିନ ହେଲା ଧାରଣା ବସିଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ଏଥିପ୍ରତି କୌଣସି ପଦକ୍ଷେପ ବର୍ତ୍ତମାନ ସୁଦ୍ଧା ନେଇ ନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.