ETV Bharat / state

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣିଙ୍କୁ 7 ବର୍ଷ ଜେଲ ଦଣ୍ଡାଦେଶ - kalahandi disrict news

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣିଙ୍କୁ 7 ବର୍ଷ ଜେଲଦଣ୍ଡ । ଅଧିକ ପଢନ୍ତୁ....

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣିଙ୍କୁ 7 ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Mar 30, 2021, 8:26 PM IST

ଭବାନୀପାଟଣା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟ ପ୍ରକାଶ କରିଛନ୍ତି । ଏହି ମାମଲାର ଅଭିଯୁକ୍ତ କିରାଣୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଅଭିଯୁକ୍ତ କିରାଣୀ ପ୍ରଦୀପ ସାହୁଙ୍କୁ ୨୮ଲକ୍ଷ ୫୭ ହଜାର ୩୮୪ ହଜାର ଟଙ୍କା ଜରିମାନା ତଥା ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି କୋର୍ଟ ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣିଙ୍କୁ 7 ବର୍ଷ ଜେଲ ଦଣ୍ଡାଦେଶ

ଘଟଣା ଅନୁସାରେ ଜିଲ୍ଲାର ଧର୍ମଗଡ଼ ମହିଳା ମହାବିଦ୍ୟାଳୟର କିରାଣୀ ପ୍ରଦୀପ ସାହୁଙ୍କୁ ୨୦୧୪ ମସିହାରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.