ETV Bharat / state

ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ, ନିର୍ବାଚନୀ ପ୍ରଚାର କହିଲେ ବିରୋଧୀଦଳ ନେତା

author img

By

Published : Mar 10, 2021, 7:15 AM IST

ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତକୁ ନିର୍ବାଚନୀ ପ୍ରଚାର କହିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ଅଧିକ ପଢନ୍ତୁ...

ବିରୋଧୀଦଳ ନେତା
ବିରୋଧୀଦଳ ନେତା

ଭବାନୀପାଟଣା: ଆଜି ନୂଆପଡା ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋୟର ଇନ୍ଦ୍ର ପ୍ରକଳ୍ପର କରିବେ ଲୋକାର୍ପଣ । ଏହା ସହ ଆଉ 50 ଟି ନୂତନ ପ୍ରକଳ୍ପର ସ୍ବତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି ।

ବିରୋଧୀଦଳ ନେତା

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କଟାକ୍ଷ କରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାର ପାଇଁ ଆସୁଥିବା ସେ ଦର୍ଶାଇଛନ୍ତି । ଏହି ପ୍ରଚାର କୌଣସି ଫରକ ପକାଇବ ନାହିଁ ବୋଲି ସେ କହିଛନ୍ତି ।

ଭବାନୀପାଟଣାରେ ସାମ୍ବାଦିକ ସମ୍ମିଳନୀ କରି ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ନବୀନଙ୍କ ଏହି ଗସ୍ତ ରାଜନୈତିକ ବୋଲି ବିରୋଧୀଦଳ ନେତା କହିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.