ETV Bharat / state

ଜୁନାଗଡ଼ ଗଣଦୁଷ୍କର୍ମ ମାମଲା: ପୀଡିତାଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ

ଜୁନାଗଡ଼ ଜାରିଙ୍ଗ ଗଣଦୁଷ୍କର୍ମ ପୀଡିତାଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

author img

By

Published : Oct 5, 2019, 6:23 AM IST

ପୀଡିତାଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ

କଳାହାଣ୍ଡି: ଜୁନାଗଡ଼ ଜାରିଙ୍ଗ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରରେ ପୀଡିତାଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

ପୀଡିତାଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ

ଭକ୍ତ ଚରଣ ଦାସ ଗାଁରେ ପହଞ୍ଚି ପୀଡିତାଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ସମବେଦନା ଜଣାଇ ଥିଲେ । ଭକ୍ତ ଦାସଙ୍କ ସହ ମହିଳା କଂଗ୍ରେସର କର୍ମକର୍ତ୍ତା ମାମଲାର ଶେଷ ପର୍ଯ୍ୟନ୍ତ ପିଡିତାଙ୍କୁ ନ୍ୟାୟ ନମିଳିବା ଯାଏଁ ପୀଡିତ ପରିବାର ସହ ଅଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂହ ଇଟିଭି ଭାରତ

Intro:ପୀଡିତା ଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ।
ଜୁନାଗଡ଼ ଜାରିଙ୍ଗ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାର ର ପୀଡିତା ଙ୍କୁ ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ Body:ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଗାଁ ରେ ପହଞ୍ଚି ପିଡିତା ଙ୍କ ପରିବାରକୁ ଭେଟି ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ସମବେଦନା ଜଣାଇ ଥିଲେ। Conclusion:ଭକ୍ତ ଦାସ ଙ୍କ ସହ ମହିଳା କଂଗ୍ରେସ ର କର୍ମକର୍ତ୍ତା ମାମଲାର ଶେଷ ପର୍ଯ୍ୟନ୍ତ ପିଡିତା ଙ୍କୁ ନ୍ୟାୟ ମିଳିବା ଯାଏଁ ପୀଡିତ ପରିବାର ସହ ଅଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.