ETV Bharat / state

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିକ୍ଷୋଭ - kalahandi highcourt bench news

କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଭବାନୀପାଟଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସୋମବାର  ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ  ପ୍ରଦର୍ଶନ କରିଥିଲେ । ଅଧିକ ଖବର ପଢନ୍ତୁ...

highcourt bench for strike in kalahandi
ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିକ୍ଷୋଭ
author img

By

Published : Jan 27, 2020, 9:05 PM IST

କଳାହାଣ୍ଡି: ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିରର ବିକ୍ଷୋଭ। କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଭବାନୀ ପାଟଣାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସୋମବାର ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବିକ୍ଷୋଭ

ଭୌଗୋଳିକ ଦୃଷ୍ଟିରୁ ଓ ସରକାରଙ୍କ ପାଲ କମିଶନ ରିପୋର୍ଟ ଅନୁସାରେ, କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବା ଆବଶ୍ୟକ । ମାତ୍ର ତାହା ଆଜି ପର୍ଯ୍ୟନ୍ତ ହୋଇନାହିଁ । ଏଣୁ ତୁରନ୍ତ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଦାବି କରିଛନ୍ତି ।

ଏହି ବିକ୍ଷୋଭରେ ଜିଲ୍ଲାର ବିଭିନ୍ନ ସଂଗଠନ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଏହା ପୂର୍ବରୁ କଳାହାଣ୍ଡି ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନଠାରୁ ପ୍ରତିମାସ ଶେଷ ସୋମବାର ଜିଲ୍ଲାରେ ବିକ୍ଷୋଭ କରିଆସୁଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ର ବିକ୍ଷୋଭ |
କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ଦାବିରେ ଭବାନୀ ପାଟଣା ରେ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଛି । ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବୀ କରି  ଆଜି ଜିଲ୍ଲା ସେସନ କୋର୍ଟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତି ସମ୍ମୁଖ ରେ ବିକ୍ଷୋଭ  ପ୍ରଦର୍ଶନ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ । ଏଥି ପୂର୍ବରୁ କଳାହାଣ୍ଡି  ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନ ଠାରୁ ପ୍ରତିମାସ ଶେଷ ସୋମବାର ଜିଲାରେ  ବିକ୍ଷୋଭ କରିଆସୁଛନ୍ତି । Body:ଭୌଗଳିକ ଦୃଷ୍ଟିରୁ ଓ ସରକାର ଙ୍କ ପଲ କମିଶନ ରିପୋର୍ଟ ଅନୁସାରେ କଳାହାଣ୍ଡିରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା କଥା କିନ୍ତୁ ଏହା ନ କରି ଦି ଗାଡାଇ ଚାଲିଛନ୍ତି ତୁରନ୍ତ କଳାହାଂଡି ରେ  ହାଇକୋର୍ଟ ବେଞ୍ଚସ୍ଥାପନ କରିବାକୁ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ଦାବି କରିଛନ୍ତି ।
Conclusion:ବାଇଟ-ଭବେନ୍ଦ୍ର ପଣ୍ଡା,(ସଭାପତି, କଳାହାଣ୍ଡି ଜିଲ୍ଲା ଓକିଲ ସଂଘ ସଭାପତି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.