ETV Bharat / state

ବିସ୍କୁଟ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଶନିବାର କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରର ମହାବୀର ପଡାରେ ଥିବା ଏକ ବିସ୍କୁଟ ଗୋଦାମରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

author img

By

Published : Jul 6, 2019, 10:16 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି : କଳାହାଣ୍ଡି ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଶନିବାର ଜୟପାଟଣା ସହରର ମହାବୀର ପଡାରେ ଥିବା ଏକ ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ, ଶନିବାର ବିସ୍କୁଟ ଗୋଦାମରେ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ଖବରପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:ଦିନକୁ ଦିନ ସମବାୟ ସଂସ୍ଥା ଗୁଡିକ ଦୁର୍ବଳ ହେବାରେ ଲାଗିଛି।ଅନେକ ସମୟରେ କର୍ମଚାରୀଙ୍କ ସ୍ୱାର୍ଥପର ନୀତି ପାଇଁ ପ୍ରକୃତ ହିତାଧିକାରୀ ଏହି ଆନ୍ଦୋଳନର ସୁଫଳ ପାଇପାରୁ ନାହାନ୍ତି।ଯାହାଫଳରେ ଏହା ଲୋକଙ୍କ ବିଶ୍ୱାସ ହରାଇବା ସହିତ ଆଜିକା ଦିନରେ ରୁଗ୍ଣ ଅବସ୍ଥାରେ ଆସି ପହଁଚିଛି।ତେଣୁ ଏହି ଆନ୍ଦୋଳନକୁ ସଶକ୍ତ ଆନ୍ଦୋଳନରେ ପରିଣତ କରିବା ଦିଗରେ ସମବାୟବିତ ମାନଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ଆବଶ୍ୟକ ବୋଲି ରାଜ୍ୟ ସମବାୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି।Body:ଆଜି ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ 97ତମ ଆନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହା ନିଯୁକ୍ତି ସୁଯୋଗର ପ୍ରକୃଷ୍ଟ କ୍ଷେତ୍ର ବୋଲି କହିଛନ୍ତି।ଆଗାମୀ ଦିନରେ ଏହାକୁ ଆହୁରି କାର୍ଯ୍ୟକ୍ଷମ କରିବା ପାଇଁ SHG ଗ୍ରୁପ ଗୁଡିକୁ ଜଡିତ କରିବାକୁ ଚିନ୍ତା କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।
ଆଜିର ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡ ର ମହାପ୍ରବନ୍ଧକ ଏବି ଦାସ,ଓଡିଶା ସମବାୟ ସମିତିର ନିବନ୍ଧକ ବିଭୁତି ଭୂଷଣ ପଟନାୟକ,ରାଜ୍ୟ ସମବାୟ ୟୁନିୟନ ର ସଭାପତି ହେମନ୍ତ ନାୟକ,ଉପସଭାପତି ସଂଧ୍ୟାରାଣୀ ଲାକ୍ରା ଓ ସମ୍ପାଦକ ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇ ଆଜିର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହାର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.