ETV Bharat / state

ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜ ରାସ୍ତାରେ ଚାଷୀ

କଳାହାଣ୍ଡି ଜିଲ୍ଲାରେ ଥମିବାର ନା ନେଉ ନାହିଁ ଚାଷୀଙ୍କ ଧାନ ଉଠାଣ ସମସ୍ୟା। ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡିଥିବା ନେଇ କଲମପୁର ମୁଖୀଗୁଡା ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

author img

By

Published : Jan 25, 2021, 10:13 AM IST

ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜ ରାସ୍ତାରେ ଚାଷୀ
ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜ ରାସ୍ତାରେ ଚାଷୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଥମିବାର ନା ନେଉ ନାହିଁ ଚାଷୀଙ୍କ ଧାନ ଉଠାଣ ସମସ୍ୟା। ଅନେକ ମଣ୍ଡିରେ ସରକାରୀ ଟାର୍ଗେଟ ପୂରଣ ହୋଇଥିବା ବେଳେ ମଣ୍ଡିରେ ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ । ଅଭିଯୋଗ ଆସିଛି ଜିଲ୍ଲାର କଲମପୁର ବ୍ଲକ ପଣ୍ଡି ଗାଁ ଧାନ ମଣ୍ଡିରୁ । ଏହି ମଣ୍ଡିରେ ୪୪ ହଜାର କ୍ବିଣ୍ଟାଲ ଧାନ ଉଠାଣ ଟାର୍ଗେଟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨ ହଜାର କ୍ବି ଣ୍ଟାଲ ଧାନ ଉଠାଣ ହୋଇଛି ।

ଏପଟେ ମଣ୍ଡିରେ ଆଉ ୨୨ ହଜାର କ୍ବିଣ୍ଟାଲ ଧାନ ପଡ଼ିରହିଛି। ଏନେଇ ଚାଷୀ ସ୍ଥାନୀୟ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଆଜି(ସୋମବାର) ସକାଳୁ ଚାଷୀ କଲମପୁର ମୁଖୀଗୁଡା ରାସ୍ତାଉପରେ ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.