ETV Bharat / state

ଜୋର ଧରିଲା ରାଜସ୍ୱ ସବଡିଭିଜନ ମାନ୍ୟତା ଦାବି

କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଳକକୁ ରାଜସ୍ବ ସବଡିଭିଜନ ମାନ୍ୟତା ଦାବିରେ ‘‘ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ’’ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା । ଅଧିକ ପଢନ୍ତୁ...

author img

By

Published : Oct 2, 2021, 10:30 PM IST

ଜୋର ଧରିଲା ରାଜସ୍ୱ ସବଡିଭିଜନ ମାନ୍ୟତା ଦାବି
ଜୋର ଧରିଲା ରାଜସ୍ୱ ସବଡିଭିଜନ ମାନ୍ୟତା ଦାବି

ଭବାନୀପାଟଣା: ଜିଲ୍ଲାର ମଦନପୁର ରାମପୁର ବ୍ଳକକୁ ରାଜସ୍ବ ସବଡିଭିଜନ ମାନ୍ୟତା ଦାବିରେ ‘‘ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ’’ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଗଣ ଧାରଣା। ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ମଦନପୁର ରାମପୁର ଠାରେ ଥିବା ଡୋକରି ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ସମସ୍ତ ଗାଇଡ଼ଲାଇ ଅନୁଯାୟୀ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଓ ସମସ୍ତ ସରକାରୀ ମାର୍ଗଦର୍ଶିକା ପୂରଣ ହେଉଥିବା ବେଳେ ଯଥାଶୀଘ୍ର ସରକାର ମଦନପୁର ରାମପୁରକୁ ରାଜସ୍ୱ ସବ ଡିଭିଜନ ମାନ୍ୟତା ଦାବି ଜୋର ଧରିଛି ।

ଜୋର ଧରିଲା ରାଜସ୍ୱ ସବଡିଭିଜନ ମାନ୍ୟତା ଦାବି

ତେବେ ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡିଛି । ଅନୁଷ୍ଠିତ ବିକ୍ଷୋଭ ସଭାରେ ସମସ୍ତ ରାଜନୈତିକ ବିଭିନ୍ନ ଆଦିବାସୀ ସଂଗଠନ ଓ ଜନସାଧାରଣ ସାମିଲ ହୋଇଥିଲେ। ଯଥାଶୀଘ୍ର ରାଜ୍ୟ ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଭିନ୍ନ ସଂଗଠନ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

ସରକାରଙ୍କ ସମସ୍ତ ଗାଇଡ଼ଲାଇନ ଅନୁଯାୟୀ ସମସ୍ତ ଆନୁସଙ୍ଗିକ ଭିତ୍ତିଭୂମି ଓ ସମସ୍ତ ସରକାରୀ ମାର୍ଗଦର୍ଶିକା ପୂରଣ ହେଉଥିବାବେଳେ ଯଥାଶୀଘ୍ର ସରକାର ମଦନପୁର ରାମପୁରକୁ ରାଜସ୍ୱ ସବଡିଭିଜନ ମାନ୍ୟତା ଦାବି ଜୋର ଧରିଛି। ତେବେ ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡିଛି। ଅନୁଷ୍ଠିତ ବିକ୍ଷୋଭ ସଭାରେ ସମସ୍ତ ରାଜନୈତିକ ବିଭିନ୍ନ ଆଦିବାସୀ ସଂଗଠନ ଓ ଜନସାଧାରଣ ସାମିଲ ହୋଇଥିଲେ। ଯଥାଶୀଘ୍ର ରାଜ୍ୟ ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ବିଭିନ୍ନ ସଂଗଠନ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.