ETV Bharat / state

ମମିତା ମର୍ଡର ମିଷ୍ଟ୍ରି, ରାତି ୪ଟାରେ ସିନ୍ ରିକ୍ରିଏଟ କଲା ପୋଲିସ

author img

By

Published : Oct 22, 2021, 7:43 AM IST

Updated : Oct 22, 2021, 1:40 PM IST

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା । ରାତି ୪ଟାରେ ମହାଲିଙ୍ଗ ଷ୍ଟାଡିୟମରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଅଧିକ ପଢନ୍ତୁ...

ମମିତା ମେହେର ମର୍ଡର, ଭୋରରୁ ସିନ୍ ରିକ୍ରିଏସନ କଲା ପୋଲିସ

ଭବାନୀପାଟଣା: ଶିକ୍ଷୟିତ୍ରୀ ମମିତା ମେହେର ମର୍ଡର ମାମଲା । ହତ୍ୟାସ୍ଥଳରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ଆଜି ଭୋର ୪ଟାରୁ ଗୋବିନ୍ଦଙ୍କୁ ମହାଲିଙ୍ଗ ଷ୍ଟାଡିୟମକୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ । କଡା ସୁରକ୍ଷା ବଳୟ ମଧ୍ୟରେ ଆସିଥିଲା ଅଭିଯୁକ୍ତ ।

ମମିତା ମର୍ଡର ମିଷ୍ଟ୍ରି, ରାତି ୪ଟାରେ ସିନ୍ ରିକ୍ରିଏଟ କଲା ପୋଲିସ

ଗତକାଲି ଷ୍ଟାଡିୟମ ପରିସରରେ ପ୍ରବଳ ଜନସମାଗମ ହେତୁ ସୁରକ୍ଷା ଦୃଷ୍ଟିକୋଣରୁ କ୍ରାଇମ ସିନ ରିକ୍ରିଏସନ ହୋଇପାରି ନଥିଲା । ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତକାଲି(ଗୁରୁବାର) ଉତ୍ତରାଞ୍ଚଳ ଡିଆଇଜି ସମେତ କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଷ୍ଟାଡିୟମକୁ ଆସି ଅନୁଧ୍ୟାନ କରିଥିଲେ । ଏହି ସମୟରେ ପଡିଆ ଭିତରକୁ ଗଣମାଧ୍ୟମର ପ୍ରଵେଶ ନେଇ ବାରଣ କରିଥିଲା ପୋଲିସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Oct 22, 2021, 1:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.