ETV Bharat / state

କାର୍ଲାପାଟ ଅଭୟାରଣ୍ୟରୁ ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର

author img

By

Published : Feb 4, 2021, 2:58 PM IST

ଦକ୍ଷିଣ ବନଖଣ୍ଡ କାର୍ଲାପାଟ ଅଭୟାରଣ୍ୟରୁ ଏକ ମାଇ ହାତୀର ମୃତଦେହ ଉଦ୍ଧାର। ତେବେ ମୃତ ହାତୀଟି ଗର୍ଭବତୀ ଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର। ଅଧିକ ପଢନ୍ତୁ...

କାର୍ଲାପାଟ ଅଭୟାରଣ୍ୟରୁ ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର
କାର୍ଲାପାଟ ଅଭୟାରଣ୍ୟରୁ ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର

ଭବାନୀପାଟଣା: ଦକ୍ଷିଣ ବନଖଣ୍ଡ କାର୍ଲାପାଟ ଅଭୟାରଣ୍ୟରୁ ଏକ ମାଇ ହାତୀର ମୃତଦେହ ଉଦ୍ଧାର। ତେବେ ଅଭୟାରଣ୍ୟ ମଧ୍ୟରେ ଥିବା ତେନ୍ତୁଳିଖୁଣ୍ଟି ଗାଁ ନିକଟରୁ ଗୋଟିଏ ମାଈ ହାତୀର ମୃତଦେହ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଜୀବାଣୁ ଜନିତ ରୋଗ ପାଇଁ ମାଇଁ ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବନ ବିଭାଗ ।

ସେପଟେ ମୃତ ମାଈ ହାତୀ ଗର୍ଭବତୀ ଥିବା ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.