ETV Bharat / state

ଝାରସୁଗୁଡ଼ାରେ ଉଗ୍ରରୂପ ନେଉଛି କୋରୋନା, ୫୦୪୨ ଛୁଇଁଲା କୋରୋନା ଆକ୍ରାନ୍ତ ସଂଖ୍ୟା

author img

By

Published : Oct 7, 2020, 2:15 PM IST

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଝାରସୁଗୁଡାରେ ଚାରିଅଙ୍କରେ ପହଞ୍ଚିଛି ସମୁଦାୟ ପଜିଟିଭ ମାମଲା ।

Increases corona positive casess in jharshuguda district
ଝାରସୁଗୁଡ଼ାରରେ ଚାରିଅଙ୍କରେ ପହଞ୍ଚିଲା କୋରୋନା ଆକ୍ରାନ୍ତ

ଝାରସୁଗୁଡା: ରାଜ୍ୟରେ କୋରୋନା ସଙ୍କଟ କମିବାର ନାଁ ଧରୁନାହିଁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଝାରସୁଗୁଡାରେ ଚାରିଅଙ୍କ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା ।

ଜିଲ୍ଲାରେ ଦିନକୁ ଦିନ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ 5ହଜାର 42ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 4ହଜାର 4ଶହ 22ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 618ଜଣ ଏବେ ବି ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 2ଜଣରେ ସୀମିତ ରହିଥିବା ଭଲ ଖବର ହେଲେ ବି ଦିନକୁ ଦିନ ପଜିଟିଭ ସଂଖ୍ୟା ବଢିବା ଚିନ୍ତା ବଢାଉଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.