ଝାରସୁଗୁଡ଼ା: ଦିବଙ୍ଗତ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆଜି ଦ୍ୱାଦଶାହ । ଏହି ଅବସରରେ ବହୁ ନେତା, ମନ୍ତ୍ରୀ, ସାଂସଦ ବିଧାୟକ, ଜନପ୍ରତିନିଧିମାନେ କିଶୋର ମହାନ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଦିବଙ୍ଗତ ନେତା କିଶୋର ମହାନ୍ତିଙ୍କ ସ୍ମୃତିରେ ଆଜି(ସୋମବାର) ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ତାହା ସହିତ ଝାରସୁଗୁଡ଼ା ସହର ଉପକଣ୍ଠରେ ଥିବା ସତ୍ସଙ୍ଗ ଭବନ ଠାରେ ଏକ ସର୍ବଦଳୀୟ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।
କିଶୋର ମହାନ୍ତିଙ୍କ ଦ୍ୱାଦଶାହରେ ସର୍ବଦଳୀୟ ସ୍ମୃତିସଭା - ଦିବଙ୍ଗତ ନେତା କିଶୋର ମହାନ୍ତିଙ୍କ ପାଇଁ ରକ୍ତଦାନ ଶିବିର
ଦିବଙ୍ଗତ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆଜି ଦ୍ୱାଦଶାହ । ଏହି ଅବସରରେ ବହୁ ନେତା, ମନ୍ତ୍ରୀ, ସାଂସଦ ବିଧାୟକ, ଜନପ୍ରତିନିଧିମାନେ କିଶୋର ମହାନ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ
![କିଶୋର ମହାନ୍ତିଙ୍କ ଦ୍ୱାଦଶାହରେ ସର୍ବଦଳୀୟ ସ୍ମୃତିସଭା huge blood donation camp held for late mla kishore mohanty twelfth day last rituals](https://etvbharatimages.akamaized.net/etvbharat/prod-images/768-512-14150487-thumbnail-3x2-kishore-mohanty.jpg?imwidth=3840)
କିଶୋର ମହାନ୍ତିଙ୍କ ଦ୍ୱାଦଶରେ ବିଶାଳ ରକ୍ତଦାନ ଶିବିର ଆୟୋଜିତ
ଝାରସୁଗୁଡ଼ା: ଦିବଙ୍ଗତ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଆଜି ଦ୍ୱାଦଶାହ । ଏହି ଅବସରରେ ବହୁ ନେତା, ମନ୍ତ୍ରୀ, ସାଂସଦ ବିଧାୟକ, ଜନପ୍ରତିନିଧିମାନେ କିଶୋର ମହାନ୍ତିଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଦିବଙ୍ଗତ ନେତା କିଶୋର ମହାନ୍ତିଙ୍କ ସ୍ମୃତିରେ ଆଜି(ସୋମବାର) ଏକ ବିଶାଳ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ତାହା ସହିତ ଝାରସୁଗୁଡ଼ା ସହର ଉପକଣ୍ଠରେ ଥିବା ସତ୍ସଙ୍ଗ ଭବନ ଠାରେ ଏକ ସର୍ବଦଳୀୟ ସ୍ମୃତିସଭାର ଆୟୋଜନ କରାଯାଇଥିଲା ।
କିଶୋର ମହାନ୍ତିଙ୍କ ଦ୍ୱାଦଶାହରେ ବିଶାଳ ରକ୍ତଦାନ ଶିବିର, ସର୍ବଦଳୀୟ ସ୍ମୃତିସଭା
କିଶୋର ମହାନ୍ତିଙ୍କ ଦ୍ୱାଦଶାହରେ ବିଶାଳ ରକ୍ତଦାନ ଶିବିର, ସର୍ବଦଳୀୟ ସ୍ମୃତିସଭା
Last Updated : Jan 10, 2022, 10:02 PM IST