ETV Bharat / state

ପୌର ନିର୍ବାଚନ ବିଜୟ କେବଳ ଜନତାଙ୍କର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ - ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । ଗତାକଲି ପ୍ରକାଶ ପାଇଛି ପୌର ନିର୍ବାଚନ ଫଳାଫଳ । ତେବେ ପୌର ନିର୍ବାଚନରେ ବିଜେଡିର ବାଜିମାତ ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ଅଧିକ ପଢନ୍ତୁ

ପୌର ନିର୍ବାଚନ ବିଜୟ କେବେଳ ଜନତାଙ୍କ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

author img

By

Published : Mar 27, 2022, 7:39 PM IST

ଝାରସୁଗୁଡା: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତଃ ଘଟିଛି । ଗତାକଲି ପ୍ରକାଶ ପାଇଛି ପୌର ନିର୍ବାଚନ ଫଳାଫଳ । ତେବେ ପୌର ନିର୍ବାଚନରେ ବିଜେଡିର ବାଜିମାତ ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ।

ପୌର ନିର୍ବାଚନ ବିଜୟ କେବେଳ ଜନତାଙ୍କ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ସେହିପରି ଚଳିତ ପୌର ନିର୍ବାଚନରେ ଝାରସୁଗୁଡ଼ା ଏବଂ ବ୍ରଜରାଜନଗର ପୌରାଧ୍ୟକ୍ଷ ଆସନ ସହିତ ବିପୁଳ ସଂଖ୍ୟାରେ କାଉନସିଲର ଆସନ ହାତେଇବା ପରେ ପୌରାଞ୍ଚଳବାସୀଙ୍କୁ ଶ୍ରେୟ ଦେଇଛି ଶାସକ ବିଜେଡି । ଏହା ଜନତାଙ୍କ ବିଜୟ ବୋଲି କହିବା ସହ ଭୋଟର ବିଜେଡି ଦଳକୁ କେତେ ଭଲ ପାଆନ୍ତି ତାହା ଏହି ନିର୍ବାଚନରେ ପ୍ରମାଣ କରି ଦେଖାଇଛନ୍ତି । ଏଣୁ ଆଜି ବିଜେଡି ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.