ETV Bharat / state

ଜିଲ୍ଲାପ୍ରଶାସନ ପକ୍ଷରୁ ରେଡ଼ଜୋନ ଅଞ୍ଚଳରୁ ସ୍ୱାସ୍ଥ୍ୟ ଜନିତ ତଥ୍ୟ ସଂଗ୍ରହ - Red Zone area

କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଏନେଇ ଗୁରୁବାର ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ମାଲ ଗ୍ରାମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଘର ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଅଧିକ ପଢନ୍ତୁ...

Health information collection from the Red Zone area by the district administration
ଜିଲ୍ଲାପ୍ରଶାସନ ପକ୍ଷରୁ ରେଡ଼ଜୋନ ଅଞ୍ଚଳରୁ ସ୍ୱାସ୍ଥ୍ୟ ଜନିତ ତଥ୍ୟ ସଂଗ୍ରହ
author img

By

Published : Apr 9, 2020, 9:56 PM IST

ଝାରସୁଗୁଡ଼ା: ସାରା ବିଶ୍ବ ଏବେ କୋରୋନା ଆତଙ୍କରେ ଆତଙ୍କିତ । ତେବେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାରଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଏନେଇ ଗୁରୁବାର ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ମାଲ ଗ୍ରାମରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି ଓ ଆଶାକର୍ମୀ ଘର ଘର ବୁଲି ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି ।

ଜିଲ୍ଲାପ୍ରଶାସନ ପକ୍ଷରୁ ରେଡ଼ଜୋନ ଅଞ୍ଚଳରୁ ସ୍ୱାସ୍ଥ୍ୟ ଜନିତ ତଥ୍ୟ ସଂଗ୍ରହ

ଜିଲ୍ଲାର ଝାରସୁଗୁଡ଼ା ଓ ଲାଇକେରା ବ୍ଲକ ସମେତ ବ୍ରଜରାଜନଗର ମୁନିସିପାଳିଟିକୁ ରେଡ଼ଜୋନ ଚିହ୍ନଟ କରାଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.