ETV Bharat / state

ଶିଶୁ ଯତ୍ନ କେନ୍ଦ୍ରରେ କୋରୋନା; 11 ଅନ୍ତେବାସୀ ସଂକ୍ରମିତ - ଶିଶୁ ଯତ୍ନ କେନ୍ଦ୍ର

ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ସ୍ଥିତ ଠକ୍କର ବାବା ଅନାଥ ସେବା ସଦନରେ 11 ଜଣ ଅନ୍ତେବାସୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଶିଶୁ ଯତ୍ନ କେନ୍ଦ୍ରରେ କୋରୋନା
ଶିଶୁ ଯତ୍ନ କେନ୍ଦ୍ରରେ କୋରୋନା
author img

By

Published : May 16, 2021, 3:28 PM IST

ଝାରସୁଗୁଡା: ଶିଶୁ ଯତ୍ନ କେନ୍ଦ୍ରରେ କୋରୋନା । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ପୌରାଞ୍ଚଳ ସ୍ଥିତ ଠକ୍କର ବାବା ଅନାଥ ସେବା ସଦନରେ 11 ଜଣ ଅନ୍ତେବାସୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

ଶିଶୁ ଯତ୍ନ କେନ୍ଦ୍ରରେ କୋରୋନା

ପ୍ରଥମେ କିଛି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା । ଏହାପରେ ସେଠାରେ ରହୁଥିବା ଅନ୍ତେବାସୀଙ୍କ ସମେତ ୪୭ ଜଣଙ୍କ ଶନିବାର ନମୁନା ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ସେଥି ମଧ୍ୟରୁ 11ଜଣ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି ସମ୍ପାଦକ ନିରାକାର କିଷାନ । 11ଜଣ ସଂକ୍ରମିତ ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କୁ ସଙ୍ଗରୋଧ ରଖି ଆବଶ୍ୟକ ଔଷଧ ପ୍ରଦାନ କରାଯାଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.