ETV Bharat / state

ଝାରସୁଗୁଡ଼ାରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

author img

By

Published : Nov 5, 2019, 2:58 PM IST

ଯାଜପୁର ଭିଏଲଡବ୍ଲୁ ସ୍ମିତାରାଣୀ ଓ କେନ୍ଦ୍ରାପଡା କୋପରେଟିଭ ବ୍ୟାଙ୍କ ନିର୍ଯାତନା ମାମଲାକୁ ନେଇ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଫଟୋ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା : ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ନାରୀଙ୍କ ପ୍ରତି ନିର୍ଯାତନା ମାମଲା । ଏହାକୁ ପ୍ରତିବାଦ କରି ରାଜ୍ୟରେ ସମସ୍ତ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ମହିଳା ମୋର୍ଚ୍ଚା ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଯାଜପୁର ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ମାମଲା ସହ କେନ୍ଦ୍ରାପଡା କୋପରେଟିଭ ବ୍ୟାଙ୍କରେ ଯୌନ ନିର୍ଯାତନା ମାମଲାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚା ସମସ୍ତ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ନାରୀଙ୍କ ପ୍ରତି ଯୌନ ନିର୍ଯ୍ୟାତନା ମାମଲା । ଏହାକୁ ପ୍ରତିବାଦ କରି ରାଜ୍ୟରେ ସମସ୍ତ ଜିଲାପାଳ ଅଫିସ ସମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି ମହିଳା ମୋର୍ଚା । ଆଜି ଝାରସୁଗୁଡ଼ା ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚା ତରଫୁ ପୂର୍ବତନ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଙ୍କ ନେତୃତ୍ୱରେ ଝାରସୁଗୁଡ଼ା ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଯାଜପୁର VLW ସ୍ମିତାରାଣୀ ମୃତ୍ୟୁ ମାମଲା ସହ କେନ୍ଦ୍ରାପଡା କୋପରେଟିଭ ବ୍ୟାଙ୍କରେ ଯୌନ ନିର୍ଯ୍ୟାତନା ମାମଲାରେ ଜିଲାପାଳ କାର୍ଯ୍ୟଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ସମସ୍ତ ଘଟଣା ର ସିବିଆଇ ତଦନ୍ତ କରିବା ପାଇଁ ଦାବି କରିଛନ୍ତି ।

byte:- ରାଧାରାଣୀ ପଣ୍ଡା , ପୂର୍ବତନ ବିଧାୟିକା , ବ୍ରଜରାଜନଗର

Body:।।।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.