ETV Bharat / state

ଝାରସୁଗୁଡ଼ାରେ ଅଣାୟତ୍ତ କୋରୋନା, 1033 ଛୁଇଁଲା ଆକ୍ରାନ୍ତ ସଂଖ୍ୟା - କୋରୋନା ସଙ୍କଟ

ଗୁରୁବାର ଜିଲ୍ଲାରେ ସର୍ବାଧିକ 94 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1033ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 575 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 457 ଆକ୍ରାନ୍ତ ଏବେବି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଝାରସୁଗୁଡ଼ାରେ ଅଣାୟତ୍ତ କୋରୋନା, 1033 ଛୁଇଁଲା ଆକ୍ରାନ୍ତ ସଂଖ୍ୟା

author img

By

Published : Aug 27, 2020, 4:45 PM IST

ଝାରସୁଗୁଡ଼ା: କୋରୋନା ସଙ୍କଟ ଥମିବାର ନାଁ ଧରୁନଥିବାବେଳେ ଝାରସୁଗୁଡ଼ା ଜିଲ୍ଲାରେ ସ୍ଥିତି ଆଣାୟତ୍ତ ହୋଇଛି । ଗୁରୁବାର ଜିଲ୍ଲାରେ ସର୍ବାଧିକ 94 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଝାରସୁଗୁଡ଼ାରେ ଅଣାୟତ୍ତ କୋରୋନା, 1033 ଛୁଇଁଲା ଆକ୍ରାନ୍ତ ସଂଖ୍ୟା
ଝାରସୁଗୁଡ଼ାରେ ଅଣାୟତ୍ତ କୋରୋନା, 1033 ଛୁଇଁଲା ଆକ୍ରାନ୍ତ ସଂଖ୍ୟା

ଝାରସୁଗୁଡ଼ା ମ୍ୟୁନିସିପାଲଟିରୁ ସର୍ବାଧିକ 58 ଜଣ ଚିହ୍ନଟ ହୋଇଥିବାବେଳେ ଝାରସୁଗୁଡ଼ା ବ୍ଲକରୁ 2 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ବେଲପାହାଡ଼ ମ୍ୟୁନସିପାଲଟିରୁ 3, ବ୍ରଜରାଜନଗର ମ୍ୟୁନିସିପାଲଟିରୁ 11,ଲଖନପୁର ବ୍ଲକରେ 10 , ଲଇକେରା ବ୍ଲକରେ 5 ଓ କୋଲାବିରା ବ୍ଲକରେ 5 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଝାରସୁଗୁଡ଼ା ଜିଲ୍ଲାରେ ଆଜି ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1033ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 575 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 457 ଆକ୍ରାନ୍ତ ଏବେବି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.